Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସାପ ଗିଳିଲା ସାପକୁ : ଦେଖିବାକୁ ଲୋକଙ୍କ ଭିଡ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

15/11/2019 at 2:31 PM

ଆଠମଲ୍ଲିକ ୧୫|୧୧: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବ୍ ଡିଭିଜନର ଝିମେଇଚୁଆ ମନ୍ଦିର  ପାଖରେ ଥିବା ଜଙ୍ଗଲ ନିକଟରେ ଏକ ବିରାଟ କାୟ ଅହିରାଜ ଆଉ ଏକ ସାପକୁ ଶିକାର କରିଥିବା ଭିଡିଓ କଏଦ ହୋଇଛି । ସ୍ଥନୀୟ ଅଞ୍ଚଳ ବାସୀ ଙ୍କ ମୋଇବାଇଲରେ ରହିଛି ଏହି ଭିଡିଓ ।.

ଏହି ଭିଡିଓ ଟି ସୋସିଆଲ ମିଡିଆରେ ଘୂରି ବୁଲୁଥିବାବେଳେ ଲୋକୋ ଏହାକୁ ବେଶ ପସନ୍ଦ କରିଛନ୍ତି । ଅହିରାଜ ସାପଟି ଅନ୍ୟ ସାପକୁ ଗିଳୁଥିବା ଦୃଶ୍ୟ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ରାଜ୍ୟରେ ଦିନକୁ ଦିନ ଜଂଗଲ କମିଯିବା ଯୋଗୁଁ ବହୁ ବଡ ବଡ ସାପ ଏବେ ଗାଁ ମୁହାଁ ହେଉଛନ୍ତି । ଏପରିକି ଲୋକଙ୍କ ଘରେ ସାପ ପଶିବା େକ ସାଧାରଣ ଘଟଣା ହେଲାଣି । ଲୋକେ ସାପକୁ ଦେଖିବା ମାତ୍ରେ ଭୟରେ ତାକୁ ମାରିଦେଉଥିବାବେଳେ କିଛି ସଚେତନ ଲୋକ ସ୍ଥାନୀୟ ସ୍ନକ ହେଲ୍ପ ଲାଇନ ସହାୟତାରେ ସାପକୁ ଉଦ୍ଧାର କରି ଆଖପାଖ ଜଙ୍ଗଲେ ଛାଡୁଛନ୍ତି ।

 କିନ୍ତୁ ସାପଙ୍କ ବଂଶରକ୍ଷା ଲାଗି ଜଂଗଲ ବିଭାଗ ପକ୍ଷରୁ ଠକୌଣସି ନିର୍ଦ୍ଦିଷ ପଦକ୍ଷେପ ନିଆଯାଉନାହିଁ । ସାଦାରଣତଃ ଅହିରାଜ ଏବଂ ଅଜଗର ଭଳି ବଡ ବଡ ସାପ ଅନ୍ୟ ସାପଙ୍କୁ ସେମାନଙ୍କ ଶିକର ବାବେ ନେଇଥାନ୍ତି ।

   Related Posts