Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ମଦ ବିରୋଧୀ ଆନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ନାବାଳକଙ୍କୁ ଅପହରଣ ଉଦ୍ୟମ

1/12/2019 at 3:23 PM

କଣ୍ଟାବାଞ୍ଜି ୧/୧୨: କଣ୍ଟାବାଞ୍ଜି ସହରରେ କିଛି ଦିନ ହେବ ମହିଳା ଗୋଷ୍ଠୀର ସଦସ୍ୟା ମାନେ ମଦ ବିରୋଧୀ ଆନ୍ଦୋଳନକୁ ଆରମ୍ଭ କରିଛନ୍ତି । ସହରର ସମସ୍ତ ପଡାରେ ବୈଠକ କରି ଆନ୍ଦୋଳନ ସଫଳ କରିବାକୁ ଉଦ୍ୟମ ଜରାଯାଉଛି । ତେବେ ୧୧ ଓ ୧୨ ନମ୍ବର ୱାର୍ଡର ନେତୃତ୍ବ ନେଉଥିବା ଜଣେ ମହିଳାଙ୍କ ୧୧ ବର୍ଷ ର ନାବାଳକ ପୁଅଙ୍କୁ କିଏ ଅପହରଣ କରି ନେଇଯାଇଥିଲା ।

ତେବେ ମହିଳାମାନେ ବହୁତ ଜାଗାରେ ଖୋଜାଖୋଜି କରିବା ପରେ ଅପହରଣ କରିନେଇଥିବା ଦୁର୍ବୁତ୍ତ ଟିଟିଲାଗଡ଼ ରେଳ ଷ୍ଟେସନରେ ଛାଡି ଦେଇଥିଲେ । ସେଠୁ କିଏ ପରିଚିତ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଛାଡି ଫେରାର ହୋଇଯାଇଥିଲେ । ତେବେ ଆଜି ମହିଳା ଗୋଷ୍ଠୀ ସଦସ୍ୟା ଏବଂ ନାବାଳକଙ୍କ  ମା କଣ୍ଟାବାଞ୍ଜି ଥାନାକୁ ଆସି ଏ ନେଇ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରି ଦେଇଛି । ମଦ ବିରୋଧି ଆନ୍ଦୋଳନ ଆଗକୁ ତୀବ୍ର ହେବ ବୋଲି ମହିଳା ଗୋଷ୍ଠୀ କହିଛନ୍ତି ।

   Related Posts