Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ଅଜଣା ରୋଗରେ ପୀଡିତ ପାଞ୍ଚ ବର୍ଷର ଶିଶୁ

18/07/2018 at 10:54 AM

ଅଜଣା ରୋଗରେ ପୀଡିତ ପାଞ୍ଚ ବର୍ଷର ଶିଶୁ , ଶରୀରରେ ବିଭିନ ସ୍ଥାନରେ ଲୋମ ବଢିବା ସହ ମାଂସ ପିଣ୍ଡୁଳା ବଢ଼ିବାରେ ଲାଗିଛି | ଗଂଜାମ ଜିଲ୍ଲା ଜଗନ୍ବାନାଥ ପ୍ରସାଦ ବ୍ଲକ ବାଘୁଆ ଗାଁ ର କାଁହ୍ନୁ ନାୟକ ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତ | ଶରୀର ଏବଂ ମୁହଁରେ ମାଂସ ପିଣ୍ଡୁଳା ବଢ଼ୁଥିବାରୁ ମୁହଁ ପୁରା ବିକୃତ ହୋଇ ଯାଇଛି

   Related Posts