Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ନିଜ ଜୀବନସାଥୀଙ୍କୁ ନେଇ ମୁହଁ ଖୋଲିଲେ କିଆରା ଆଡଭାନି : କହିଲେ କିଭଳି ବ୍ୟକ୍ତିଙ୍କୁ କରିବେ ବିବାହ

21/10/2020 at 1:20 PM

ମୁମ୍ବାଇ ୨୧/୧୦: ଅଭିନେତ୍ରୀ କିଆରା ଆଡଭାନିଙ୍କର ଦୁଇଟି ଫିଲ୍ମ ରିଲିଜ୍‌ ଅପେକ୍ଷାରେ ଅଛି । ସେଥିମଧ୍ୟରୁ ‘ଇନ୍ଦୁ କି ଜୱାନି’ ଥିଏଟରରେ ରିଲିଜ୍‌ ହେବାକୁ ଥିବାବେଳେ ‘ଲକ୍ଷ୍ମୀ ବମ୍‌’ ଓଟିଟିରେ ରିଲିଜ୍‌ ହେବ ।

ଏକ ସାକ୍ଷାତକାରରେ କିଆରା ନିଜ ମନର ମଣିଷ କେମିତି ହୋଇଥିବା ଦରକାର ସେ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ‘ସେ ଯାହାକୁ ଜୀବନସାଥୀ କରିବେ ସେ ହ୍ରିତିକ୍‌ ରୋଶନ୍‌ଙ୍କ ଭଳି ସୁନ୍ଦର ହୋଇଥିବେ । ମୁକେଶ ଅମ୍ବାନିଙ୍କ ଭଳି ଧନୀ ହୋଇଥିବେ । ଫରହାନ୍‌ ଅଖତର ଓ ଆୟୁଷ୍ମାନ ଖୁରାନାଙ୍କ ଭଳି ଟ୍ୟାଲେଣ୍ଟ ତାଙ୍କ ପାଖରେ ଥିବ । କେବଳ ସେତିକି ନୁହେଁ, ସେ ଅଭିନେତା ଅକ୍ଷୟ କୁମାରଙ୍କ ଭଳି ଶୃଙ୍ଖଳିତ ଓ ଫିଟ୍‌ ହୋଇଥିବା ମଧ୍ୟ ଆବଶ୍ୟକ ।’

ଉପରୋକ୍ତ ଦୁଇଟି ଫିଲ୍ମ ବ୍ୟତୀତ କିଆରାଙ୍କୁ ଆଗକୁ ‘ଭୁଲ୍‌ ଭୁଲୈୟା-୨’, ‘ଶେରଶାହ’ରେ ମଧ୍ୟ ଦେଖିବାକୁ ମିଳିବ ।

   Related Posts