Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ପଢିବା ପାଇଁ ନ୍ୟୁୟର୍କ ଗଲେ ଖୁସି କପୁର, ୨୦୨୨ ରେ କରିବେ ବଲିଉଡ୍ ଡେବ୍ୟୁ

28/01/2021 at 1:17 PM

ମୁମ୍ବାଇ ୨୮/୦୧: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ଫିଲ୍ମ ପ୍ରଡ୍ୟୁସର ବୋନି କପୁରଙ୍କର ସାନ ଝିଅ ଖୁସି କପୁର ଗୋଟିଏ ସେମିଷ୍ଟାର କୋର୍ସ ପାଇଁ ଲି ଷ୍ଟାରସବର୍ଗ ଥିଏଟର ଏବଂ ଚଳଚିତ୍ର ପ୍ରତିଷ୍ଠାନ, ନ୍ୟୁୟର୍କ କୁ ଯାଇଛନ୍ତି ।
ସେ ୟୁଏସ୍ ରୁ ଆକ୍ଟିଙ୍ଗ କୋର୍ସ ସାରି ଫେରିବା ପରେ ତାଙ୍କୁ ହିନ୍ଦୀ ଫିଲ୍ମପାଇଁ ଲଞ୍ଚ କରାଯିବ ।


ସୂଚନା ଅନୁସାରେ , ଖୁସି କପୁରଙ୍କୁ ୨୦୨୨ ରେ ଲଞ୍ଚ କରାଯିବ । କାରଣ କରନ ଜୋହରଙ୍କ ସମେତ ଅନ୍ୟ ପ୍ରଡ୍ୟୁସର ମାନେ ବୋନିଙ୍କୁ ଅଫର ଦେଇଛନ୍ତି । କିନ୍ତୁ ବୋନି ଏବଂ ଖୁସି ଏହା ପାଇଁ କୌଣସି ବେସ୍ତ ହେଉନାହାଁନ୍ତି । ତାଙ୍କର ପୁରା ପରିବାରକୁ ଲାଗିଥାଏ ଅଭିନୟ ଜଗତରେ ପାଦ ଦେବା ପୂର୍ବରୁ ଆକଟିଙ୍ଗ କୋର୍ସ ସମ୍ପୂର୍ଣ କରିବା ନିହାତି ଜରୁରୀ ଏବଂ ଉଚିତ୍ ହୋଇଥାଏ ।

ଶ୍ରୀଦେବୀ ସବୁବେଳେ ଚାହୁଁଥିଲେ ତାଙ୍କ ଝିଅମାନେ ଭଲ ଆକ୍ଟିଙ୍ଗ ସ୍କୁଲ ରେ ଜଏନ କରନ୍ତୁ ବୋଲି । ଶ୍ରୀଦେବୀ ନିଜେ ଆକ୍ଟିଙ୍ଗ ପାଇଁ କୌଣସି ଫରମାଲ୍ ଟ୍ରେନିଙ୍ଗ ନେଇନଥିଲେ ସେଥିଲାଗି ସେ ଚାହୁଁଥିଲେ ତାଙ୍କର ଝିଅମାନେ ଯେବେ ଇଣ୍ଡଷ୍ଟ୍ରିକୁ ଆସିବେ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ଆସିବେ ।

   Related Posts