୫ ଦଫା ଦାବି ନେଇ ଖୋର୍ଦ୍ଧା ଓକିଲ ସଂଘର ଧାରଣା
17/08/2018 at 12:44 PM

ଖୋର୍ଦ୍ଧା ୧୭/୮ : ୫ ଦଫା ଦାବି ନେଇ ଖୋର୍ଦ୍ଧା ଓକିଲ ସଂଘର ଧାରଣା । ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ ମୁତୟନ। ଓକିଲ ସଂଘ ପକ୍ଷରୁ ବ୍ୟାଙ୍କ ଛକରେ ଟାୟାର ଜାଳି ରାସ୍ତା ରୋକ୍ । ଓକିଲ ସଂଘ ପକ୍ଷରୁ ଖୋର୍ଦ୍ଧା କୋର୍ଟକୁ ତାଲା ପକାଇ ଦିଆଯାଇଛି । ୫ ଦିନ ପୁର୍ବରୁ ପକାଯାଇଥିଲା ତାଲାକୁ ପୋଲିସ ଖୋଲିଥିବାରୁ ପୋଲିସ ଓ ଓକିଲ ସଂଘ ପକ୍ଷରୁ ବଚସା ଓ ଧସ୍ତାଧସ୍ତି ହୋଇଥିଲା ।