ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୁରିଷ୍ଟ ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କଳିଙ୍ଗା ଘାଟି ଦେଇ ଯିବନାହିଁ ଟୁରିଷ୍ଟ ବସ୍‌
  • ||
  • କେଦାରନାଥ ଯାତ୍ରାରେ ବାଧକ ସାଜିଛି ତୁଷାରପାତ, ବାରମ୍ବାର ଫସୁଛନ୍ତି ଯାତ୍ରୀ
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୧୨୪ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ କୋଭିଡ୍ ପଜିଟିଭ୍
  • ||
  • ରାଇରଙ୍ଗପୁର: ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
  • ||

୫ ଦଫା ଦାବି ନେଇ ଖୋର୍ଦ୍ଧା ଓକିଲ ସଂଘର ଧାରଣା

17/08/2018 at 12:44 PM

ଖୋର୍ଦ୍ଧା ୧୭/୮ : ୫ ଦଫା ଦାବି ନେଇ ଖୋର୍ଦ୍ଧା ଓକିଲ ସଂଘର ଧାରଣା । ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ ମୁତୟନ। ଓକିଲ ସଂଘ ପକ୍ଷରୁ ବ୍ୟାଙ୍କ ଛକରେ ଟାୟାର ଜାଳି ରାସ୍ତା ରୋକ୍ । ଓକିଲ ସଂଘ ପକ୍ଷରୁ ଖୋର୍ଦ୍ଧା କୋର୍ଟକୁ ତାଲା ପକାଇ ଦିଆଯାଇଛି । ୫ ଦିନ ପୁର୍ବରୁ ପକାଯାଇଥିଲା ତାଲାକୁ ପୋଲିସ ଖୋଲିଥିବାରୁ ପୋଲିସ ଓ ଓକିଲ ସଂଘ ପକ୍ଷରୁ ବଚସା ଓ ଧସ୍ତାଧସ୍ତି ହୋଇଥିଲା ।

   Related Posts