ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | July 28, 2018 IST

ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ | ଖୋର୍ଦ୍ଧା ଜିଲ୍ଲା ବକୁ ପଂଚାୟତର ସରପଞ୍ଚଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୁର୍ତ୍ତ | ଗୁରୁତର ସରପଞ୍ଚ ହେଲେ ସୁରେଶ କୁମାର ସାହୁ | ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାଂତର କରାଯାଇଛି | ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଛି | ବକୁ ପଞ୍ଚାୟତରେ ସରକାରୀ କାମକୁ ନେଇ ଆଲୋଚନା ଚାଲିଥିବା ବେଳେ କିଛି ଦୁର୍ବୁର୍ତ୍ତ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ | ପୋଲିସ ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.