Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଧର୍ମା ପ୍ରଡକ୍ସନ ନିର୍ଦ୍ଦେଶକ କ୍ଷିତିଜ୍ ପ୍ରସାଦଙ୍କୁ ଗିରଫ କଲା ଏନ୍‌ସିବି

26/09/2020 at 3:17 PM

ମୁମ୍ବାଇ ୨୬/୦୯ : ଧର୍ମା ପ୍ରଡକ୍ସନ ନିର୍ଦେଶକ କ୍ଷିତିଜ ପ୍ରସାଦଙ୍କୁ ଶନିବାର ଦିନ ଏନସିବି ପଚରାଉଚୁରା ପାଇଁ ଡାକିଥିଲା । କ୍ଷିତିଜ ପ୍ରସାଦଙ୍କୁ ପଚରାଉଚୁରା ପରେ ଏନସିବି ଗିରଫ କରିଛି । ଏନସିବି ସୂତ୍ର ଅନୁଯାୟୀ, କ୍ଷିତିଜ ରବି ପ୍ରସାଦଙ୍କ ଘରେ ଏନସିବି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ତାଙ୍କ ଘରୁ ଗଂଜେଇ ଜବତ ହୋଇଛି ।

   Related Posts