ପଦ୍ମ ଧରିବେ ଖାରବେଳ ସ୍ବାଇଁ ଓ ଦେବୀ ପ୍ରସନ୍ନ ଚାନ୍ଦ !

Published By : Prameya-News7 Bureau | March 24, 2019 IST

ଭୁବନେଶ୍ବର ୨୪|୩ : ପଦ୍ମ ଧରିପାରନ୍ତି ଉତ୍କଳ ଭାରତର ସଭାପତି ଖାରବେଳ ସ୍ବାଇଁ । ଆଜି ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଯୋଗଦେବା ନେଇ ସୂଚନା ମିଳିଛି ।

ସେହିପରି ଜଳେଶ୍ବରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ମଧ୍ୟ ବିଜେପିର ଯୋଗଦେବ । ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ମଧ୍ୟ ସେ ଯୋଗଦେବା ନେଇ ସୂଚନା ମିଳିଛି । ଗତ ୨୦ରେ କଂଗ୍ରେସ ଛାଡିଥିଲେ ଦେବୀ ଚାନ୍ଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.