Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ନର୍ଦମା ପାଣିରେ ଉବୁଟୁବୁ ଖପୁରିଆ ଶିଳ୍ପାଞ୍ଚଳ

31/07/2018 at 5:11 PM

ନର୍ଦ୍ଦମା ପାଣି ଆଉ ଅସ୍ବାସ୍ଥ୍ୟକର ପରିବେଶ ଖପୁରିଆ ଶିଳ୍ପାଞ୍ଚଳର ଶିଳ୍ପ ଉତ୍ପାଦନକୁ ପ୍ରଭାବିତ କରିଛି । ନିର୍ଦ୍ଦମା ପାଣି ଓ ଜଳବନ୍ଦୀ ଅବସ୍ଥା ସୁଧୁରୁନଥିବାରୁ ଅଧିକାଂଶ ଶିଳ୍ପ ସଂସ୍ଥା ଖୋଲିବା ସମ୍ଭବପର ହେଉନି । ଶିଳ୍ପାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ଭୁଶୁଡି ପଡିଥିବାରୁ କିଛି ଶିଳ୍ପ ସଂସ୍ଥାରେ ନିର୍ଦ୍ଦମା ପାଣି ପଶି ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହେଉଛି । ଶିଳ୍ପାଞ୍ଚଳର ଡ୍ରେନେଜ୍ ଓ ସ୍ବରେଜ ବ୍ୟବସ୍ଥା ଉଭୟ ଇଡକୋ ଓ ସି ଏମ୍ ସି ହାତରେ ଥିଲେ ମଧ୍ୟ କେହି ଶିଳ୍ପାଞ୍ଚଳ ପ୍ରତି ଧ୍ୟାନ ଦେଉନଥିବା ଶିଳ୍ପ ସଂଘ ଅଭିଯୋଗ କରିଛି

   Related Posts