ନର୍ଦମା ପାଣିରେ ଉବୁଟୁବୁ ଖପୁରିଆ ଶିଳ୍ପାଞ୍ଚଳ

Published By : Prameya-News7 Bureau | July 31, 2018 IST

ନର୍ଦ୍ଦମା ପାଣି ଆଉ ଅସ୍ବାସ୍ଥ୍ୟକର ପରିବେଶ ଖପୁରିଆ ଶିଳ୍ପାଞ୍ଚଳର ଶିଳ୍ପ ଉତ୍ପାଦନକୁ ପ୍ରଭାବିତ କରିଛି । ନିର୍ଦ୍ଦମା ପାଣି ଓ ଜଳବନ୍ଦୀ ଅବସ୍ଥା ସୁଧୁରୁନଥିବାରୁ ଅଧିକାଂଶ ଶିଳ୍ପ ସଂସ୍ଥା ଖୋଲିବା ସମ୍ଭବପର ହେଉନି । ଶିଳ୍ପାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ଭୁଶୁଡି ପଡିଥିବାରୁ କିଛି ଶିଳ୍ପ ସଂସ୍ଥାରେ ନିର୍ଦ୍ଦମା ପାଣି ପଶି ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହେଉଛି । ଶିଳ୍ପାଞ୍ଚଳର ଡ୍ରେନେଜ୍ ଓ ସ୍ବରେଜ ବ୍ୟବସ୍ଥା ଉଭୟ ଇଡକୋ ଓ ସି ଏମ୍ ସି ହାତରେ ଥିଲେ ମଧ୍ୟ କେହି ଶିଳ୍ପାଞ୍ଚଳ ପ୍ରତି ଧ୍ୟାନ ଦେଉନଥିବା ଶିଳ୍ପ ସଂଘ ଅଭିଯୋଗ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.