Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଜମୁଛି ଖଣ୍ଡଗିରି ମେଳା ; ଆଜିଠୁ ଆରମ୍ଭ ହେଉଛି ଯାତ୍ରା ମହାସମର

14/02/2019 at 9:54 AM

ଭୁବନେଶ୍ବର ୧୪|୨: ଖଣ୍ଡଗିରି ମେଳା ଜମୁଛି । ସାଧୁ ସନ୍ଥଙ୍କ ଭିଡ ଜମିଛି । ଖଣ୍ଡଗିରି ପାହାଡ ଉପରେ ଚାଲିଛି ଯଜ୍ଞ । ମନ୍ତ୍ର ଉଚ୍ଚାରଣରେ ଖଣ୍ଡଗିରି-ଉଦୟଗିରି ଗୁଞ୍ଜରି ଉଠୁଛି । ସାଧୁ ସନ୍ଥଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ଗହଳି ମଧ୍ୟ ଲାଗୁଛି ।

ପାହାଡ ତଳେ ଚାଲିଥିବା ମେଳାରେ ଭଳିକି ଭଳି ପସରା ମେଲିଛି । ମେଳା ଦେଖିବାକୁ ଆସୁଥିବା ଲୋକେ ଖୁବ୍ କିଣାବିକା କରୁଛନ୍ତି । ଏପଟେ ଖଣ୍ଡଗିରି ମେଳାରେ ଆଜିଠୁ ଆରମ୍ଭ ହେଉଛି ଯାତ୍ରା ମହାସମର । ଏକାଧିକ ଯାତ୍ରା ପାର୍ଟି ମଞ୍ଚସ୍ଥ କରିବେ । ସେଥିପାଇଁ ଦର୍ଶକଙ୍କ ଅପେକ୍ଷା ରହିଛି ।

   Related Posts