Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିଜିଲାନ୍ସ ଜାଲରେ ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ

17/05/2019 at 2:55 PM

ବ୍ରହ୍ମପୁର ୧୭|୫: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ୍ ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ବସନ୍ତ କୁମାର ପଟ୍ଟନାୟକ । ଲାଇନମ୍ୟାନ୍ ବିବେକାନନ୍ଦ ନାୟକଙ୍କ ବଦଳି ଆବେଦନ ପତ୍ରକୁ ମଞ୍ଜୁର କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ । ଖଲ୍ଲିକୋଟ୍ ବାସଭବନ ଏବଂ ଭୁବନେଶ୍ବର ମହତାବ୍ ନଗର ବାସଭବନରେ ଚାଲିଛି ଖାନ୍ ତଲାସ୍। ଏନେଇ ସୂଚନା ଦେଲେ ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ ।

   Related Posts