Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜବେଷ୍ଟସ୍ ଭାଙ୍ଗି ଦୋକାନରୁ ଚୋରି କରୁଥିଲେ ୨ ସିକ୍ୟୁରିଟି ଗାର୍ଡ, ଧରିଦେଲେ ଗାଁ ଲୋକେ
  • ||
  • ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ମୁସ୍କାନ ଦେଇଛି ଲୁହ : ‘ମୁସ୍କାନ ପରୀ’ରେ ଉଦ୍ଧାର ହୋଇଥିବା ଶିଶୁ ଗାଏବ

4/09/2018 at 12:28 PM

କେନ୍ଦୁଝରରେ ମୁସ୍କାନ ପରୀ-୨ ନାମରେ ଚାଲିଛି କୋମଳମତୀ ଶୁଶୁ ଓ ତାଙ୍କ ପରିବାରକୁ ନିର୍ଯ୍ୟାତନା | ସ୍କୁଲ ପଢୁଆ ପିଲାଙ୍କୁ ଶିଶୁ ଶ୍ରମିକ ସଜାଇ ଉଠାଇ ନେଉଛି ପୋଲିସ | ଆଉ ଶସ୍ତା ବାଃବାଃ ସାଉଟି ବାରେ ବ୍ୟସ୍ତ ପୋଲିସ | ୪୪ ଜଣ ପିଲାଙ୍କୁୁ ପୋଲିସ ଉଠାଇ ଆଣି ରାତି ତମାମ ଭୋକ ଉପାସରେ ରଖିଥିବା ସ୍ଥାନରୁ ଚମ୍ପଟ ମାରିଛନ୍ତି ୧୦ କମୋଳମତୀ ଶିଶୁ | ସେପଟେ ବାପା ମାଁଙ୍କ ଆକୁଳ ନିବେଦନକୁ ଶୁଣୁ ନାହାନ୍ତି ଜିଲ୍ଲାପାଳ କି ଏସ୍ପି ମହୋଦୟ |

   Related Posts