ମୁସ୍କାନ ଦେଇଛି ଲୁହ : 'ମୁସ୍କାନ ପରୀ'ରେ ଉଦ୍ଧାର ହୋଇଥିବା ଶିଶୁ ଗାଏବ

Published By : Prameya-News7 Bureau | September 04, 2018 IST

କେନ୍ଦୁଝରରେ ମୁସ୍କାନ ପରୀ-୨ ନାମରେ ଚାଲିଛି କୋମଳମତୀ ଶୁଶୁ ଓ ତାଙ୍କ ପରିବାରକୁ ନିର୍ଯ୍ୟାତନା | ସ୍କୁଲ ପଢୁଆ ପିଲାଙ୍କୁ ଶିଶୁ ଶ୍ରମିକ ସଜାଇ ଉଠାଇ ନେଉଛି ପୋଲିସ | ଆଉ ଶସ୍ତା ବାଃବାଃ ସାଉଟି ବାରେ ବ୍ୟସ୍ତ ପୋଲିସ | ୪୪ ଜଣ ପିଲାଙ୍କୁୁ ପୋଲିସ ଉଠାଇ ଆଣି ରାତି ତମାମ ଭୋକ ଉପାସରେ ରଖିଥିବା ସ୍ଥାନରୁ ଚମ୍ପଟ ମାରିଛନ୍ତି ୧୦ କମୋଳମତୀ ଶିଶୁ | ସେପଟେ ବାପା ମାଁଙ୍କ ଆକୁଳ ନିବେଦନକୁ ଶୁଣୁ ନାହାନ୍ତି ଜିଲ୍ଲାପାଳ କି ଏସ୍ପି ମହୋଦୟ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.