ଚୋରା କିରୋସିନ ବୋଝେଇ ବୋଟ୍ ଜବତ, ୩ ମତ୍ସ୍ୟଜୀବ ଅଟକ

Published By : Prameya-News7 Bureau | September 20, 2019 IST

ଚାନ୍ଦବାଲି  ୨୦।୯ : ସମୁଦ୍ର ମଧ୍ୟରେ ଚୋରା କିରୋସିନ ନେଇ ଯାଉଥିବା ଏକ ଫିସିଙ୍ଗ୍ ବୋଟକୁ ଧାମରା ମେରାଇନ ପୋଲିସ ଟିମ୍ ଜବତ କରିଛି । ଏଥିସହ ବୋଟରେ ଥିବା ୩ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଛି ପୋଲିସ ।

{"id":160169}

ଘଟଣା ସ୍ଥଳରେ ପ୍ରଶାସନ ପକ୍ଷରୁ ଜିଲ୍ଲା ଯେଗାଣ ଅଧିକାରୀ ଚୋରା କିରୋସିନି ସଂପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ଏହି କିରୋସିନ କିଏ ଦେଇଛି ଏବଂ କେଉଁଠୁ ଆସିଛି ତାହା ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.