Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

କେରଳ ପୋଲିସ ସେବାରେ ସାମିଲ ହେଲା ରୋବର୍ଟ, ପୋଲିସର କାର୍ଯ୍ୟଭାର କରିବ ହାଲକା

22/02/2019 at 8:55 PM

ଭାରତ ଅନ୍ୟଦେଶ ତୁଳନାରେ ପଛରେ ପଡ଼ିନାହିଁ ।  ସାରାବିଶ୍ଵରେ ନିଜକୁ ବିଭିନ୍ନ କ୍ଷେତ୍ରରେ ପ୍ରତିପାଦିତ କରିପାରିଛି ।  ପୋଲିସ ସେବାରେ ପ୍ରଥମଥର ପାଇଁ କେରଳ ରୋବର୍ଟ ବ୍ୟବହାର କରିଛି ।

ମଙ୍ଗଳବାର ଦିନ କେରଳର ମୁଖ୍ୟମନ୍ତ୍ରୀ ଏହି ପ୍ରୋଜେକ୍ଟର ଉଦଘାଟନ କରିଥିଲେ । ଏହା ପୋଲିସବାହିନୀର ଏକ ଅଙ୍ଗ ହୋଇ କାମ କରିବ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଗନ୍ତୁକଙ୍କୁ ଅଭ୍ୟର୍ଥନା ଦେବା ସହିତ ବିଭିନ୍ନ ଯାଂଚ କରିବା କାମ ବି କରିବ ରୋବର୍ଟ । ବିଭିନ୍ନ କାଗଜପତ୍ରର ସଠିକ ଯାଂଚ ଓ ସମସ୍ତ ଗତିବିଧିର ନିରୀକ୍ଷଣ ମଧ୍ୟ କରିପାରିବ ।

ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଏହାର ଦାନ ଅନେକ ରହିବ । ମହିଳାମାନଙ୍କୁ ହେଲ୍ପଡ଼େକ୍ସର କାମ ଦେବ ଏହି ରୋବର୍ଟ । ଅସୁରକ୍ଷିତ ହୋଇ ପଡ଼ୁଥିବା ମହିଳାଙ୍କୁ ସାହାର୍ଯ୍ୟ କରିବା ପାଇଁ କିଛି ନୂଆ ଫିଚର ସାମିଲ କରାଯାଇଥିବା କଥା କହିଛନ୍ତି କେରଳ ପୋଲିସ କମିଶନର ।

   Related Posts