Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଗ୍ରାମାଞ୍ଚଳରେ ଲୋକଙ୍କୁ ସୁବିଧାରେ ମିଳିବ ସ୍ୱାସ୍ଥ୍ୟସେବା, କେରଳରେ ଆରମ୍ଭ ହେଲା ମୋବାଇଲ୍ ମେଡିକାଲ୍ କ୍ଲିନିକ୍

11/09/2021 at 3:20 PM

କେରଳ ୧୧/୦୯ : କେରଳରେ ସୁଧୁରିବ ସ୍ୱାସ୍ଥ୍ୟସେବା । ଆଉ ବୁଲିବାକୁ ପଡିବନି ବାରଦୁଆର । ଗ୍ରାମାଞ୍ଚଳରେ ସୁବିଧାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଆରମ୍ଭ ହୋଇଛି ପ୍ରୟାସ । ସରକାରଙ୍କ ତରଫରୁ ଆରମ୍ଭ ହୋଇଛି କ୍ଲିନିକ୍ ଅନ୍ ହ୍ୱିଲ୍ସ । ଅର୍ଥାତ୍ ମୋବାଇଲ୍ ମେଡିକାଲ୍ କ୍ଲିନିକ ସାହାଯ୍ୟରେ ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟସେବା । ଚାଲିଟେବୁଲ ଟ୍ରଷ୍ଟ ପକ୍ଷରୁ ଏର୍ଣ୍ଣାକୁଲମ୍ କରାୟୋଗାମଙ୍କ ଦ୍ୱାରା ଆରମ୍ଭ କରାଯାଇଛି କ୍ଲିନିକ୍ ଅନ୍ ହ୍ୱିଲ୍ସ ।

ଯାହା ସମାଜର ସବୁ ବର୍ଗର ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ସହାୟକ ହେବ । “ପ୍ରାରମ୍ଭରେ, ଏହାକୁ COVID ଟୀକାକରଣ ଡ୍ରାଇଭ୍ କରିବା ପାଇଁ ବ୍ୟବହାର କରିବାକୁ ଯୋଜନା କରାଯଇଛି । ଏର୍ଣ୍ଣାକୁଲମ୍ କରାୟୋଗାମର କୋଷାଧ୍ୟକ୍ଷ କେ.ଟି ମୋହନନ୍, ଏର୍ନାକୁଲମ୍ ଜିଲ୍ଲା, କୋଟାୟାମ ଜିଲ୍ଲା ଏବଂ ଆଲେପ୍ପିର ଗ୍ରାମାଞ୍ଚଳର ଲୋକଙ୍କୁ ଉପକୃତ କରିବା ପାଇଁ ଉଦ୍ଦିଷ୍ଟ ।

   Related Posts