Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ହରିୟାଣାରେ ପ୍ରବାସୀ ଓଡିଆଙ୍କ ଆତ୍ମହତ୍ୟା ଅଭିଯୋଗ, ଖାଇବାକୁ ନପାଇ ଜୀବନ ହାରିଥିବା ସନ୍ଦେହ

13/05/2020 at 3:11 PM

ପଟ୍ଟାମୁଣ୍ଡାଇ ୧୩।୫: ଲକ୍ ଡାଉନ୍ ପାଇଁ ଗଲା ଜୀବନ । ବାହାର ରାଜ୍ୟରେ ରହିଥିବା ପ୍ରବାସୀ ଓଡିଆ ଖାଇବାକୁ ନପାଇ ଜୀବନ ହାରିଛନ୍ତି । ଗଛରେ ରଶି ଲଗାଇ ପ୍ରବାସୀ ଓଡିଆ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ବାଜପୁର ଗାଁର ଗଦାଧର ବିଶ୍ବାଳ ଏବଂ ଗାଁ କିଛି ଯୁବକମାନେ ହରିୟାଣା ଯମୁନା ନଗରରେ ରହି କାମ କରୁଥିଲେ । କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ହେବା ପରେ ସବୁକିଛି ବନ୍ଦ ହୋଇଗଲା । କମ୍ପାନୀ ବନ୍ଦ ହେବା ଯୋଗୁଁ ଶ୍ରମିକମାନେ ହାତ ବାନ୍ଧି ବସିଲେ । ସେମାନଙ୍କୁ ଖାଇବାକୁ ମଧ୍ୟ ମିଳିଲାନାହିଁ । ତେବେ ଗତକାଲି ଗଦାଧରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗଦାଧର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଗଦାଧର ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ସେଠାରୁ ତାଙ୍କୁ ଆଣିବା ପାଇଁ ଭିଡିଓରେ ସରକାରଙ୍କୁ ଅନୁରୋଧ କରିଥିଲେ । ନହେଲେ ସେମାନେ ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ ।

   Related Posts