କେନ୍ଦ୍ରାପଡା ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ

Published By : Prameya-News7 Bureau | June 30, 2018 IST

କେନ୍ଦ୍ରାପଡା ଗ୍ୟାଙ୍ଗଷ୍ଟର ଟିଟୋକୁ ଏନ୍କାଉଣ୍ଟର ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ | ଗ୍ୟାଙ୍ଗଷ୍ଟରର ୩ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି | ଚଣ୍ଡିଖୋଲ ନିକଟରେ ସ୍ୱତନ୍ତ୍ର ପୋଲିସ ଟିମ ଟିଟୋ ଗ୍ୟାଙ୍ଗ ସହ ମୁହାଁମୁହିଁ ହୋଇଥିଲେ | ପୋଲିସ ଉପରକୁ ଗୁଳି କରି ଖସିଯିବାକୁ ଚେଷ୍ଟା କରିଥିଲା ଟିଟୋ | ତେବେ ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ଟିଟୋ | ଟିଟୋକୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.