Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କେନ୍ଦ୍ରାପଡ଼ା ଅର୍ତ୍ତାମୂଳ ଗଣବଳାତ୍କାର ଓ ହତ୍ୟା ଘଟଣାର ରାୟ ପ୍ରକାଶ: ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ କୁମାର ବାରିକକୁ ଆଜୀବନ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜରିମାନା, ଏବେ ବି ୪ ଫେରାର

11/01/2019 at 7:03 PM

କେନ୍ଦ୍ରାପଡ଼ା ୧୧|୧: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଅର୍ତ୍ତାମୂଳ ଗଣବଳାତ୍କାର ଘଟଣାର ଆଜି ରାୟ ପ୍ରକାଶ ପାଇଛି |  ଗଣବଳାତ୍କାର ର ମୁଖ୍ୟ ଅଭିଯୁକ୍ତ ଖମଳ ଗାଁ ର ଦିଲ୍ଲୀପ ବାରିକକୁ ଆଜୀବନ ସଜା ଶୁଣାଇଛନ୍ତି କେନ୍ଦ୍ରାପଡ଼ା ସେସନ୍ସ ଜଜ | ୨୦୦୭ ମସିହା ସେପ୍ଟେମ୍ବର ୧୨ ତାରିଖରେ ରାତିରେ ଅର୍ତ୍ତାମୂଳ ଜେନାମଣି ପ୍ରାଥମିକ ସ୍କୁଲ ଠାରେ ଦିଲ୍ଲୀପ ଏବଂ ତାଙ୍କର ୪ ଜଣ ସହଯୋଗୀ ପୀଡିତାକୁ ଡାକି ନେଇ ବଳାତ୍କାର କରିଥିଲେ | ପରେ ପ୍ରମାଣ ନଷ୍ଟ କରିବା ପାଇଁ ପୀଡିତାକୁ ହତ୍ୟା କରି ଦେଶପୁର୍ ଠାରେ ଗୋବରୀ ନଦୀର କଳାପୋଲ ରେ ଫୋପାଡି ଦେଇଥିଲେ |

ଘଟଣାର ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ କୁମାର ବାରିକକୁ ବଳାତ୍କାର, ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଅପରାଧରେ ସେସନ୍ସ ଜଜ ଆଜୀବନ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜରିମାନା ଶୁଣାଇଛନ୍ତି | ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ଅନ୍ୟ ୪ ଅଭିଯୁକ୍ତ ଏବେବି ଫେରାର୍ ଥିବା ସରକାରୀ ଓକିଲ ଭୀମସେନ୍ ଭୂୟାଁ ସୂଚନା ଦେଇଛନ୍ତି |

   Related Posts