Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମୟୁର ପୁଚ୍ଛରେ ଲଗାନ୍ତୁ ଏହି ଜିନିଷ ଏବଂ ରଖି ଦିଅନ୍ତୁ ଟ୍ରେଜେରିରେ … ତାପରେ ଦେଖନ୍ତୁ କେମିତି ଆସୁଛି ଧନ, ସମ୍ପତ୍ତି

10/12/2018 at 4:49 PM

ଦୁନିଆରେ ସମସ୍ତେ ଧନୀ ହେବା ପାଇଁ ଚାହାନ୍ତି | ଏହା ଏକ ସ୍ବଭାବିକ କଥା | ଧନୀ ହେବା ପାଇଁ କିଏ କିଏ ଅତ୍ୟଧିକ ପରିଶ୍ରମ କରିଥାନ୍ତି ତ କିଛି ଲୋକ ବିଭିନ୍ନ  ଉପାୟ ଅବଲମ୍ବନ କରିଥାନ୍ତି | ତେବେ ମଣିଷ ଧନୀ ହେବା ପାଇଁ ଯେଉଁ ସବୁ ଉପାୟ ଅବଲମ୍ବନ କରିଥାଏ ସେଥିରୁ କିଛି ସୁଫଳ ମିଳିଥାଏ ତ  ଆଉ କିଛି ହୋଇନଥାଏ | ଆମେ ଆଜି ଆପଣଙ୍କୁ ଏମିତି ଗୋଟେ ଉପାୟ ସମ୍ପର୍କରେ କହିବୁ ଯାହା ଆପଣଙ୍କୁ ସହଜରେ ଧନଵାନ କରିଦେବ |

ବିଶ୍ୱାସ ରହିଛି ଯେ, ମନ୍ଦିର ଏବଂ ଘର ଟ୍ରେଜେରିରେ ଏମିତି ଏକ ଜିନିଷ ରଖାଯାଏ ଯାହାଫଳରେ ମା ଲକ୍ଷ୍ମୀ ଖୁସି ହୋଇଥାନ୍ତି ଏବଂ ଆପଣଙ୍କ ଉପରେ ଧନ ବର୍ଷା କରିଥାନ୍ତି | ଶାସ୍ତ୍ର ଅନୁସାରେ ମୟୁର ପୁଚ୍ଛ ଟ୍ରେଜେରିରେ ରଖିଲେ ଧନୀ ହେବାର ସମସ୍ତ ରାସ୍ତା ଖୋଲିଯାଇଥାଏ | ଆହୁରି ଏକ ସରଳ ଉପାୟ ରହିଛି | ମୟୁର ପୁଚ୍ଛରେ ଗୋଲାପର ଅତର ଲଗେଇ ଏହି ପୁଚ୍ଛକୁ ଘର ଟ୍ରେଜେରିରେ ଯଦି ରଖନ୍ତି ତାହେଲେ ଲକ୍ଷ୍ମୀ ଅତର ବାସ୍ନାରେ ଟାଣି ହୋଇ ଆସନ୍ତି | ଯାହାଫଳରେ ଆପଣ ଧନଵାନ ହେବା ସୁନିଶ୍ଚିତ | ଆହୁରି ଏକ ସହଜ ଉପାୟ ରହିଛି | ମୟୁର ପୁଚ୍ଛକୁ ଏକ ଧଳା ରେଶମ କପଡାରେ ବାନ୍ଧି ଟ୍ରେଜେରିରେ ରଖିଦେବେ | ଯାହାଫଳରେ ଆପଣ ଖୁବ ଶୀଘ୍ର ଧନୀ ହୋଇଯିବେ |

କେବଳ ସେତିକି ନୁହେଁ ଧନୀ ହେବା ପାଇଁ ଆହୁରି ଅନେକ ଉପାୟ ରହିଛି | ମୋତି ଶଙ୍ଖକୁ ନାଲି କପଡାରେ ବାନ୍ଧି ଟ୍ରେଜେରିରେ ରଖିଦେଲେ ଆପଣ ଅତି ଶୀଘ୍ର ଧନୀ ହୋଇଯିବେ | ଆପଣ ଯଦି ଧନୀ ହେବା ପାଇଁ ସମସ୍ତ ଉପାୟ ଅବଲମ୍ବନ କରିସାରିଛନ୍ତି ତଥାପି ଧନୀ ହେଇପାରୁନାହାନ୍ତି ତାହେଲେ ଟ୍ରେଜେରିର ମୁହଁକୁ ଉତ୍ତର ଦିଗ ଆଡକୁ ରଖି ଦିଅନ୍ତୁ | ଏହାଦ୍ୱାରା ଆପଣଙ୍କ ଉପରେ ଧନ ବର୍ଷା ହେବା ସୁନିଶ୍ଚିତ |  

   Related Posts