ଭୁବନେଶ୍ବର ୧୦।୧୧: ପୁଣି ଭାଇରାଲ ହେଲା କେ.ବି.ଏନ୍ ଗ୍ୟାଙ୍ଗ ଭିଡିଓ । ମାଉଜର ଖଣ୍ଡା ପରେ ବିଚ୍ ରାସ୍ତାରେ ବାର୍ ଖୋଲିଛି ଗ୍ୟାଙ୍ଗ । ରାସ୍ତା ଉପରେ ଚାଲିଛି ମଦର ଆସର । ମଦ ପିଇ ହେଉଛନ୍ତି ମାତାଲ । ପୋଲିସକୁ ନାହିଁ ଭୟ । ପିସିଆର ଆସିଛି, ହେଲେ ପିସିଆର ଭ୍ୟାନ ସହ ଭିଡିଓ ସୁଟ ହୋଇଛି । କେବଳ ଭିଡିଓ ସୁଟ୍ ନୁହେଁ, ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ ବି ହୋଇଛି । ଟିକେ ଭଲରେ ଦେଖନ୍ତୁ ଏହି ଗ୍ୟାଙ୍ଗର କଳାକାରନାମାକୁ । କିଭଳି ପୋଲିସର ପାଟ୍ରୋଲିଂ ଗାଡିକୁ ନେଇ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
wp:html /wp:htmlବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...