Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପିସିଆର ଭ୍ୟାନ୍ ସହ KBN ଗ୍ୟାଙ୍ଗ୍‌ର ଭିଡିଓ ସୁଟ୍, ସୋସିଆଲ୍ ମିଡିଆରେ ଭାଇରାଲ୍

10/11/2021 at 4:16 PM

ଭୁବନେଶ୍ବର ୧୦।୧୧: ପୁଣି ଭାଇରାଲ ହେଲା କେ.ବି.ଏନ୍ ଗ୍ୟାଙ୍ଗ ଭିଡିଓ । ମାଉଜର ଖଣ୍ଡା ପରେ ବିଚ୍ ରାସ୍ତାରେ ବାର୍ ଖୋଲିଛି ଗ୍ୟାଙ୍ଗ । ରାସ୍ତା ଉପରେ ଚାଲିଛି ମଦର ଆସର । ମଦ ପିଇ  ହେଉଛନ୍ତି ମାତାଲ । ପୋଲିସକୁ ନାହିଁ ଭୟ । ପିସିଆର ଆସିଛି, ହେଲେ ପିସିଆର ଭ୍ୟାନ ସହ ଭିଡିଓ ସୁଟ ହୋଇଛି । କେବଳ ଭିଡିଓ ସୁଟ୍  ନୁହେଁ, ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ ବି ହୋଇଛି । ଟିକେ ଭଲରେ ଦେଖନ୍ତୁ ଏହି ଗ୍ୟାଙ୍ଗର କଳାକାରନାମାକୁ । କିଭଳି ପୋଲିସର ପାଟ୍ରୋଲିଂ ଗାଡିକୁ ନେଇ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

   Related Posts