ପ୍ୟାଣ୍ଟ ନ ପିନ୍ଧି ପାଣିକୁ ଡେଇଁ ପଡ଼ିଲେ କ୍ୟାଟ୍ରିନା କୈଫ : ଫଟୋ ହେଲା ଭାଇରାଲ

Published By : Prameya-News7 Bureau | August 03, 2019 IST

ମୁମ୍ବାଇ ୩/୮: ବଲିଉଡର ହଟ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କ୍ୟାଟ୍ରିନା ଶେଷ ଥର ‘ଭାରତ’ରେ ନଜର ଆସିଥିଲେ। ନିକଟରେ କ୍ୟାଟ୍ରିନା ତାଙ୍କର କେତେକ ଫଟୋ ସୋଶିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ସେ ବହୁତ ହଟ୍ ଲାଗୁଛନ୍ତି।

wp:core-embed/instagram {"url":"https://www.instagram.com/p/B0nkeYEBAi3/","type":"rich","providerNameSlug":"instagram","className":""}
https://www.instagram.com/p/B0nkeYEBAi3/
/wp:core-embed/instagram

ଏବେ ସେ ମେକ୍ସିକୋରେ ଛୁଟି କାଟୁଛନ୍ତି। କ୍ୟାଟ୍ରିନା ତାଙ୍କ ଭ୍ୟାକେସନର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭାଇରାଲ ହେଉଥିବା ଫଟୋରେ କ୍ୟାଟ୍ରିନା ନୀଳ ରଙ୍ଗର ମୋନୋକନି ବିକିନି ପିନ୍ଧି ସର୍ଫିଙ୍ଗ କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ପୋଷ୍ଟ କରି କ୍ୟାଟ୍ରିନା ଲେଖିଛନ୍ତି ଯେ ‘ଏହା ଶେଷ ଫଟୋ। ଏହା ପରେ କାମ ଆରମ୍ଭ ’।

{"id":140278}

ଫିଲ୍ମ କଥା କହିବା ଯଦି ଭ୍ୟାକେସନ୍ ପରେ କ୍ୟାଟ୍ରିନା ‘ସୂର୍ଯ୍ୟବଂଶୀ’ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ମାର୍ଚ୍ଚ ୨୭ତାରିଖରେ ରିଲିଜ ହେବ।

{"id":140279}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.