Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||

ପ୍ୟାଣ୍ଟ ନ ପିନ୍ଧି ପାଣିକୁ ଡେଇଁ ପଡ଼ିଲେ କ୍ୟାଟ୍ରିନା କୈଫ : ଫଟୋ ହେଲା ଭାଇରାଲ

3/08/2019 at 12:23 PM

ମୁମ୍ବାଇ ୩/୮: ବଲିଉଡର ହଟ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କ୍ୟାଟ୍ରିନା ଶେଷ ଥର ‘ଭାରତ’ରେ ନଜର ଆସିଥିଲେ। ନିକଟରେ କ୍ୟାଟ୍ରିନା ତାଙ୍କର କେତେକ ଫଟୋ ସୋଶିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ସେ ବହୁତ ହଟ୍ ଲାଗୁଛନ୍ତି।

ଏବେ ସେ ମେକ୍ସିକୋରେ ଛୁଟି କାଟୁଛନ୍ତି। କ୍ୟାଟ୍ରିନା ତାଙ୍କ ଭ୍ୟାକେସନର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭାଇରାଲ ହେଉଥିବା ଫଟୋରେ କ୍ୟାଟ୍ରିନା ନୀଳ ରଙ୍ଗର ମୋନୋକନି ବିକିନି ପିନ୍ଧି ସର୍ଫିଙ୍ଗ କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ପୋଷ୍ଟ କରି କ୍ୟାଟ୍ରିନା ଲେଖିଛନ୍ତି ଯେ ‘ଏହା ଶେଷ ଫଟୋ। ଏହା ପରେ କାମ ଆରମ୍ଭ ’।

ଫିଲ୍ମ କଥା କହିବା ଯଦି ଭ୍ୟାକେସନ୍ ପରେ କ୍ୟାଟ୍ରିନା ‘ସୂର୍ଯ୍ୟବଂଶୀ’ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ମାର୍ଚ୍ଚ ୨୭ତାରିଖରେ ରିଲିଜ ହେବ।

   Related Posts