Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ସ୍ଥାନରେ ଛୁଟି କାଟୁଛନ୍ତି କ୍ୟାଟ୍ରିନା: ନିଜ ଜନ୍ମଦିନକୁ ନେଇ କଲେ ବଡ଼ ଖୁଲସା…

ମେକ୍ସିକୋ୧୪|୭: ବଲିଉଡ ଚୁଲବୁଲି ଅଭିନେତ୍ରୀ  କ୍ୟାଟ୍ରିନା କୈଫ ଛୁଟି ସମୟ ମେକ୍ସିକୋରେ କାଟୁଛନ୍ତି । ଡ୍ରିମଗାର୍ଲ କ୍ୟାଟ୍ରିନା ମେକ୍ସିକୋରେ ଛୁଟି ସମୟକୁ ଉପଭୋଗ କରୁଛନ୍ତି ।

 ଲଗାତର ଭାବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଚାଲିଛନ୍ତି। ଯେଉଁ ଫଟୋର କ୍ୟାଟ୍ରିନା ଗୋଟେ ବ୍ଲୁ ରଙ୍ଗର ବିକିନି ପିନ୍ଧିଛନ୍ତି। ଏହି ଫଟୋରେ କ୍ୟାଟ୍ରିନା ବହୁତ ସୁନ୍ଦର ଦେଖାବାର ଦୃଶ୍ୟ ମଧ୍ୟ ଅଛି।

 ଆସନ୍ତା ଜୁଲାଇ ୧୬ ତାରିଖରେ କ୍ୟାଟ୍ରିନାଙ୍କ ଜନ୍ମଦିନ ତେଣୁ ତାଙ୍କ ଜନ୍ମ ଦିନ କିପରି ପାଳନ କରିବେ ଏନେଇ ଏକ ଜାତୀୟ ଗଣମାଧ୍ୟମ ସମ୍ନାରେ କହିଛନ୍ତି।

 ପିଲ୍ମରୁ କିଛି ଦିନ ବିରୋତି ନେବାକୁ ଚାହୁଛି ଏବଂ ମୋ ଭଉଣୀମାନଙ୍କ ସହିତ ଭିନ୍ନ ଭିନ୍ନ ସ୍ଥାନକୁ ଯିବାକୁ ଇଚ୍ଛା ଅଛି ବୋଲି କହିଛନ୍ତି କ୍ୟାଟ୍ରିନା। ଏଥିସହ ଆଗକୁ ଆସୁଥିବା ନିଜର ନୂଆ ପିଲ୍ମ ବାବଦରେ ମଧ୍ୟ କହିଛନ୍ତି।

ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶୀତ ତାଙ୍କ ବିପକ୍ଷରେ ହିରୋ ଅକ୍ଷୟ କୁମାରଙ୍କ ସହ ସୁନାବଂଶୀରେ ଦେଖିବାକୁ ପାଇବେ ବୋଲି କ୍ୟାଟ୍ରିନା କହିଛନ୍ତି। ଏହି ପିଲ୍ମ ବ୍ୟତୀତ ସେହି ସମୟରେ ଟାଇଗର-୩ ମଧ୍ୟ ତାଙ୍କୁ  ଦେଖିବାକୁ ମିଳିବ ବୋଲି କ୍ୟାଟ୍ରିନା କହିଛନ୍ତି।

459 Views

   ସମ୍ବନ୍ଧିତ ଖବର