Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିରାଟ କୋହଲୀ ନୁହଁନ୍ତି, ବରଂ ଏହି ଖେଳାଳୀଙ୍କୁ ପସନ୍ଦ କରନ୍ତି କ୍ୟାଟ୍ରିନା

ମୁମ୍ବାଇ୧୨|୭: ବଲିଉଡରେ ଅଭିନେତ୍ରୀଙ୍କୁ ନିଜ ପ୍ରିୟ କ୍ରିକେଟରଙ୍କ ବିଷୟରେ ପଚାରିଲେ ଅଧିକାଂଶ ବିରାଟ କୋହଲୀ, ରୋହିତ ଶର୍ମା, ଧୋନୀ ଭଳି କ୍ରିକେଟ ତାରକାଙ୍କ ନାଁ କୁହନ୍ତି। ତେବେ କ୍ୟାଟ୍ରିନା କୈଫଙ୍କ ପସନ୍ଦ ଅନ୍ୟ ଅଭିନେତ୍ରୀଙ୍କ ଠାରୁ ଟିକେ ଅଲଗା। କ୍ୟାଟ୍ରିନା କୈଫଙ୍କ ଦିଲ୍‌ରେ କେଉଁ କ୍ରିକେଟର ରାଜ କରନ୍ତି ସେ ନିଜେ ଏକ ସାକ୍ଷାତକାରରେ କହିଥିଲେ।

ଭାରତୀୟ ଟିମ୍‌ର ପୂର୍ବତନ ବରିଷ୍ଠ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡଙ୍କୁ କ୍ୟାଟ୍ରିନା ପସନ୍ଦ କରନ୍ତି ବୋଲି ନିଜେ ଏକ ସାକ୍ଷାତକାରରେ ସ୍ବୀକାର କରିଥିଲେ। କ୍ୟାଟ୍ରିନା କହିଥିଲେ ଯେ, ରାହୁଲ ଡ୍ରାଭିଡ ତାଙ୍କୁ “ପର୍ଫେକ୍ଟ ଜେଣ୍ଟେଲମ୍ୟାନ” ଲାଗନ୍ତି। ବର୍ତ୍ତମାନ ରାହୁଲ ଭାରତୀୟ ଏ ଟିମ୍‌ ଓ ଭାରତୀୟ ଅଣ୍ଡର-୧୯ ଟିମ୍‌ର କୋଚ୍‌ ଅଛନ୍ତି।  

633 Views

   ସମ୍ବନ୍ଧିତ ଖବର