Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର୍ସଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ କ୍ୟାଟ୍ରିନା, ୧୦୦ ଜଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କଲେ ଟଙ୍କା

10/08/2020 at 2:57 PM

ମୁମ୍ବାଇ ୧୦/୦୮ : କରୋନା ମହାମାରୀ ଓ ଲକଡାଉନ ସମୟରେ କିଛି ବଲିଉଡ କଳାକାର ଲଗାତାର ଆବଶ୍ୟକୀୟଙ୍କୁ ସାହାଯ୍ୟ କରୁଛନ୍ତି | ନିକଟରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି | ବର୍ତ୍ତମାନ ସୁଟିଂ ଆରମ୍ଭ ହୋଇଛି କିନ୍ତୁ କିଛି କଳାକାର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି | ଏହିଭଳି କିଛି ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରଙ୍କୁ ସାହାଯ୍ୟ କରିବାକୁ କ୍ୟାଟ୍ରିନା କୈଫ ଆଗେଇ ଆସିଛନ୍ତି |

ଲକଡାଉନ ଯୋଗୁଁ ବଲିଉଡ ଡ୍ୟାନ୍ସର୍ସଙ୍କ କାମ ଠପ ହୋଇଯାଇଛି | ଯାହାଫଳରେ ସେମାନଙ୍କୁ ଆର୍ଥିକ ସଙ୍କଟ ସାମ୍ନା କରିବାକୁ ପଡୁଛି | ବର୍ତ୍ତମାନ ସଙ୍କଟ କିଛି ମାତ୍ରା କମିଛି ନିଶ୍ଚୟ କିନ୍ତୁ ସମ୍ପୂର୍ଣ ଭାବେ ଟଳିନାହିଁ | କ୍ୟାଟ୍ରିନା କୈଫ ୧୦୦ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର୍ସଙ୍କୁ ସାହାଯ୍ୟ କରିଛନ୍ତି | ସେ ଏହି ୧୦୦ ଡ୍ୟାନ୍ସର୍ସଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି | ଯେପରିକି ସେହି ଟଙ୍କାରେ ସେମାନେ କିଛି ଛୋଟ ମୋଟ କାମ ଆରମ୍ଭ କରିପାରିବେ |

କ୍ୟାଟ୍ରିନା ପୂର୍ବରୁ ସାହିଦ କପୁର ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର୍ସଙ୍କୁ ସାହାଯ୍ୟ କରିଥିଲେ | ସେ ମଧ୍ୟ ଡ୍ୟାନ୍ସର୍ସଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ, ଯେଉଁମାନେ ସାହିଦ କପୁରଙ୍କ ସହିତ କାମ କରିଥିଲେ | ସାହିଦ କପୁର ପାଖାପାଖି ୪୦ ଡ୍ୟାନ୍ସର୍ସଙ୍କୁ ଲଗାତାର ୨-୩ ମାସ ପର୍ଯ୍ୟନ୍ତ ସେମାନଙ୍କୁ ସମର୍ଥନ କରିବାକୁ ଓ ସହର ଦେବାକୁ ପ୍ରତିଶୃତି ଦେଇଥିଲେ |

   Related Posts