Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ମଧ୍ୟପ୍ରଦେଶରେ ଏନଜିଓ କାର୍ଯ୍ୟକ୍ରମରେ ଯୋଗ ଦେଲେ କ୍ୟାଟରିନା କ୍ୟାଫ

15/12/2019 at 3:42 PM

ନାଲଛା ୧୫/୧୨ : ଗ୍ରାମୀଣ ଅଞ୍ଚଳରେ ଏକ ଏନଜିଓ ଦ୍ବାରା ସରକାରଙ୍କ ସହ ମିଶି ଝିଅଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବାର କାର୍ଯ୍ୟ କରାଯାଉଛି। ଏନଜିଓର ବ୍ରାଣ୍ଡ ଆମ୍ବାସାଡର କ୍ୟାଟରିନା କୈଫ ଗତ ମଙ୍ଗଳବାର ନାଲଛା ବ୍ଲକର ମିୟାପୁରା ସ୍ଥିତ ପ୍ରାଇମେରୀ ସ୍କୁଲରେ ପହଞ୍ଚିଥିଲେ।

କ୍ୟାଟରିନାଙ୍କ ସହ ସଂସ୍ଥାର ସଂସ୍ଥାପିକା ସଫିନା ହୁସେନ୍,ଜିଲ୍ଲାପାଳ ଶ୍ରୀକାନ୍ତ ବନୋଠ,ଏସପି ଆଦିତ୍ୟ ପ୍ରତାପସିଂହ ଏବଂ ଅନ୍ୟ ଅଧିକାରୀ ମଧ୍ୟ ଥିଲେ। ଏଠାରେ କ୍ୟାଟରିନା ଜିଲ୍ଲାର ୧୫ଟି ଗାଁର ସ୍ବୟଂ ସହାୟକ ଟିମ ସହ ଚର୍ଚ୍ଚା କରିଥିଲେ ଏବଂ ତାଙ୍କ ଅନୁଭବକୁ ଶୁଣିଥିଲେ।

କ୍ୟାଟରିନା ସ୍କୁଲ ପିଲାଙ୍କଠୁ ତାଙ୍କ ପାଠପଢ଼ାର ପଦ୍ଧତିକୁ ବି ଜାଣିଥିଲେ। କ୍ୟାଟରିନା ଏହି କାର୍ଯ୍ୟକ୍ରମକୁ ଗୋପନୀୟ ରଖିଥିଲେ। ଏହା ସହିତ କ୍ୟାଟରିନା ମଧ୍ୟ ମିଡିଆଠୁ ଦୂରେଇ ରହିଥିଲେ।

   Related Posts