Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

କଣ୍ଟାବାଞ୍ଜୀ ଗସ୍ତରେ ଯିବ ସ୍କେଟିଂ ଟିମ୍, ଫୁଲ ଫର୍ମରେ ପ୍ରତିଯୋଗୀ

27/10/2021 at 2:53 PM

ପୁରୀ ୨୭/୧୦: ଦ୍ୱିତୀୟ ଓଡିଶା ରାଜ୍ୟ ସ୍କେଟିଂ ପ୍ରତିଯୋଗିତା ଚଳିତ ମାସ ୩୦ ଏବଂ ୩୧ ତାରିଖ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଥିବା ମୁସକାନ ଇଣ୍ଟରନାସନାଲ ସ୍କୁଲରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ଭାଗ ନେବା ଲାଗି ପୁରୀ ଜିଲ୍ଲା ସ୍କେଟିଂ ଟିମର ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ଅଛି ।

ଟିମର କୋଚ ଶ୍ରୀ. ଏନ. ସିନୁ ରାଓ ଙ୍କ କହିବା ଅନୁଯାୟୀ, ସମସ୍ତ ପ୍ରତିଯୋଗୀ ଫୁଲଫର୍ମରେ ଅଛନ୍ତି । ସେମାନେ ମେଡାଲ ପାଇବା ସୁନିଶ୍ଚିତ । ଭାଗ ନେବାକୁ ଯାଉଥିବା ପ୍ରତିଯୋଗୀମାନେ ହେଲେ, ସଞ୍ଜିବ ବେହେରା, ପି ରାଜା ରାଓ, ସୂଜଳ ଦାଶ, ଶ୍ରେୟାଶ୍ରୀ ବଳିୟାରସିଂହ, ହୃଷିକେଶ ବେହେରା, ଜି. ଜଗଦିଶ, ସିକିଟି ଜଗା, ଚିନୁ, ଡି ସୁରେନ୍ଦ୍ର, ଡି ବିଶ୍ୱନାଥ, ବିନାୟକ ଶଙ୍କର ।

କୋଚ ଶ୍ରୀ. ରାଓ ଙ୍କ ନେତୃତ୍ୱରେ, ପୁରୀ ଟିମ ଆସନ୍ତା କାଲି ସନ୍ଧ୍ୟାରେ ରେଳ ଯୋଗେ କଣ୍ଟାବାଞ୍ଜି ଲାଗି ଯାତ୍ରା ଆରମ୍ଭ କରିବ । ଏଥିଲାଗି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସ୍କେଟିଂ ଟିମର ସମ୍ପାଦକ ଶ୍ରୀ ରାହୁଲ କୁମାର ଝା ଏବଂ କୋଷାଧକ୍ଷ ଶ୍ରୀ ଅଭୟ କୁମାର ମହାନ୍ତି ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

   Related Posts