Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋସିଆଲ ମିଡିଆରେ ଧମାଲ କରିଲା କେଟ୍ଟୀ ବେଲଙ୍କ ଫଟୋ

ଅଧିକାଂଶ ସମୟରେ ଅଭିନେତ୍ରୀ ଓ ମଡେଲମାନେ ସୋସିଆଲ ମିଡିଆରେ ନିଜ ହଟ୍‌ ଫଟୋ ସେୟାର କରିବା ପାଇଁ ଚର୍ଚ୍ଚାରେ ରୁହନ୍ତି। ତେବେ କମ ବୟସର ଜଣେ ମଡେଲ ନିଜ ହଟନେସ୍‌ ପାଇଁ ଏବେ ବହୁତ ଫେମସ ହୋଇଛନ୍ତି।

ସେ ହେଉଛନ୍ତି ମଡେଲ କେଟ୍ଟୀ ବେଲ୍‌। କେଟ୍ଟୀଙ୍କ ଫଟୋ ଓ ବୋଲ୍‌ଡନେସ୍‌ ପାଇଁ ତାଙ୍କର ଫ୍ୟାନ ସବୁବେଳେ ତାଙ୍କ ନୂଆ ଫଟୋ ଓ ଭିଡିଓ ଅପେକ୍ଷାରେ ଥାନ୍ତି।  

View this post on Instagram

tell me something sweet

A post shared by Katie Bell (@katieeeebell) on

ଏବେ କିଛି ଦିନ ତଳେ କେଟ୍ଟୀଙ୍କ ନୂଆ ଫଟୋ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଦେଇଛି। ସୋସିଆଲ ମିଡିଆରେ ଧମାଲ କରୁଛନ୍ତି କେଟ୍ଟୀ।  ପ୍ରତ୍ୟେକ ଥର କେଟ୍ଟୀଙ୍କ ଫଟୋ ଇଣ୍ଟରନେଟର ମାହୋଲ ଗରମ କରିଦିଏ।

View this post on Instagram

1 million of you 🦋 replying to comments 💖

A post shared by Katie Bell (@katieeeebell) on

ହଟନେସ ମାମଲାରେ ସବୁ ଅଭିନେତ୍ରୀଙ୍କଠୁ ଆଗରେ ଅଛନ୍ତି ମଡେଲ କେଟ୍ଟୀ କାରଣ ହଟନେସ୍‌ ପାଇଁ ସେ ସବୁଠୁ ଅଧିକ ଚର୍ଚ୍ଚାରେ ରୁହନ୍ତି।  ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ସେ ତାଙ୍କର ଦମଦାର ଫଟୋ ସୋସିଆଲ ମିଡିଆରେ ସେଆର କରିଛନ୍ତି।

624 Views

   ସମ୍ବନ୍ଧିତ ଖବର