କାଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଘୁଂଚିଲା

Published By : Prameya-News7 Bureau | April 16, 2018 IST

କାଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଘୁଂଚିଲା କାଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଏପ୍ରିଲ ୨୮କୁ ଘୁଂଚିଲା ଶୁଣାଣି ଘୁଞ୍ଚାଇବା ସହ ସମସ୍ତ ଅଭିଯୁକ୍ତଙ୍କ ଚାର୍ଜ ସିଟର ଏକ ନକଲ ପଠାଇବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ ପୀଡିତାଙ୍କ ପରିବାର ଓ ତାଙ୍କ ଓକିଲଙ୍କୁ ସୁରକ୍ଷା ଯୋଗାଇଦେବାକୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.