Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

‘କସୈାଟି ଜିନ୍ଦଗୀ କି-୨’ ଭାଇ ଭଉଣୀଙ୍କ ଅଭିନୟ କରିଥିବା କଳାକାରଙ୍କ ଲିପଲକ୍ ଭିଡିଓ ହେଲା ଭାଇରାଲ : ଦେଖନ୍ତୁ

6/04/2019 at 12:34 PM

ମୁମ୍ବାଇ ୬/୪: ଟିଭି ଜଗତର ପ୍ରସିଦ୍ଧ ନିର୍ମାତା ଏକତା କପୁରଙ୍କ ଶୋ ‘କସୈାଟି ଜିନ୍ଦଗୀ କି-୨’ରେ ଭାଇ ଭଉଣୀଙ୍କ ଭୂମିକା ତୁଲାଇଥିବା ପାର୍ଥ ସମଥନ ଏବଂ ପୂଜର ବାନାର୍ଜୀଙ୍କ ଲିପଲକ୍ ଏବେ ଚର୍ଚ୍ଚାରେ ରହିଛି। ଅଭିନେତ୍ରୀ ପୂଜା ଏବଂ ଅଭିନେତା ପାର୍ଥ ଏବେ ‘କସୈାଟି ଜିନ୍ଦଗୀ କି-୨’ରେ ଭାଇ ଭଉଣୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। କିନ୍ତୁ ନିକଟରେ ଉଭୟଙ୍କ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଉଭୟଙ୍କୁ ଲିପଲକ୍ କରୁଥିବାର ଦେଖାଯାଇଛି। ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

ଦୁହେଁ ଏକତା କପୁରଙ୍କ ଓ୍ବେବ ଶୋ ‘କେହନୋ କୋ ହମସଫର ହେଁ ୨’ରେ ଲିପଲକ୍ କରୁଥିବାର ନଜର ଆସିଛନ୍ତି। ଏଥିରେ ପୂଜା, ବାନିଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ପାର୍ଥ ,ଫୈଜଲଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ଏହି ଭିଡିଓରେ ଦୁହେଁ ଅଳ୍ପ କିଛି ସେକେଣ୍ଡର ଦୃଶ୍ୟରେ ପରସ୍ପରକୁ କିସ୍ କରୁଥିବାର ଦେଖାଯାଇଛି। ‘କେହନୋ କୋ ହମସଫର ହେଁ’ର ଏହା ଦ୍ବିତୀୟ ଅଧ୍ୟାୟ। ଏହି ଓ୍ବେବ ସିରିଜରେ ମୋନା ସିଂହ,ରୋନିତ ରାୟ,ଗୁରୁଦୀପ କୋହଲି ଏବଂ ନୀନା ଗୁପ୍ତା ମଧ୍ୟ ଅଛନ୍ତି।   

   Related Posts