Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସୁଲେମାନୀଙ୍କ ଶେଷକୃତ୍ୟ ଶୋଭାଯାତ୍ରାରେ ୧୦ଲକ୍ଷ ଲୋକଙ୍କ ସମାଗମ: ଦଳଚକଟାରେ ୩୫ ମୃତ, ୪୮ରୁ ଅଧିକ ଆହତ

7/01/2020 at 3:51 PM

ତେହେରାନ୍ ୦୭।୦୧: ଗତ ଶୁକ୍ରବାର ଦିନ ଇରାକରେ ଆମେରିକା ସେନାର ଡ୍ରୋନ ଆକ୍ରମଣରେ ଇରାନର ସୈନ୍ୟ କମାଣ୍ଡର କାସିମ୍‌ ସୁଲେମାନୀର ମୃତ୍ୟୁ ହୋଇଥିଲା । ସୁଲେମାନୀଙ୍କ ଶେଷକୃତ୍ୟ ଶୋଭାଯାତ୍ରାରେ ପ୍ରାୟ ଅହବାଜ, ତେହେରାନ, କେରମନ ସହରରୁ ପ୍ରାୟ ୧୦ଲକ୍ଷରୁ ଅଧିକ ଲୋକଙ୍କ  ସାମିଲ ହେବା ସହ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

କିନ୍ତୁ ଶୋଭାଯାତ୍ରା ଚାଲିଥିବା ସମୟରେ ଦଳାଚକଟା ଘଟି ୩୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସୁଲେମାନୀର  ମୃତ୍ୟୁ ପରେ ଉଭୟ ଆମେରିକା-ଇରାନ ମଧ୍ୟରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ଗୋଟିଏ ପଟେ ଇରାନ ସୁଲେମାନୀ ମୃତ୍ୟୁର ଦୃଢ ଜବାବ ଦେବ ବୋଲି ଘୋଷଣା କରିଛି । ସେପଟେ ଯଦି ଆମେରିକା ସେନା ଉପରେ କୌଣସି ବି ଆକ୍ରମଣ ଇରାନ ପକ୍ଷରୁ କରାଯାଏ , ତେବେ ତାର ୫୨ଟି ଆଡ୍ଡା ଉପରେ ଜୋରଦାର ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିସାରିଛନ୍ତି ।  

   Related Posts