Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଡିଏମକେ ପାର୍ଟି ସୁପ୍ରିମୋ ଏମ କରୁଣାନିଧି ଅସୁସ୍ଥ।

27/07/2018 at 1:37 PM

ଡିଏମକେ ପାର୍ଟି ସୁପ୍ରିମୋ ଏମ କରୁଣାନିଧି ଅସୁସ୍ଥ। ୯୪ ବର୍ଷୀୟ କରୁଣାନିଧିଙ୍କ ତାଙ୍କ ବାସବଭନରେ ଚାଲିଛି ଚିକିତ୍ସା। ତାଙ୍କୁ ଜ୍ବର ଏବଂ ମୂତ୍ରଶୟ ସଂକ୍ରମଣ ପାଇଁ ଚିକିତ୍ସା କରାଯାଉଛି । ଏକ ଡାକ୍ତରୀଦଳ କରୁଣାନିଧିଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଡିଏମକେର ବର୍ଷିଆୟ ନେତା କରୁଣାନିଧିଙ୍କ ଆଶୁଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ପୁଅ ଏମ କେ ଷ୍ଟାଲିନ ଓ ଝିଅ କାନିମୋଝିଙ୍କ ସହିତ କଥା ହୋଇ କରୁଣାନିଧିଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଚିକିତ୍ସାପାଇଁ ସବୁପ୍ରକାର ସହଯୋଗ ଯୋଗାଇଦେବାକୁ ଆଶ୍ବାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଜି ଡିଏମକରେ ବହୁ ତୁଙ୍ଗନେତା ଭାଇକୋ, ଦୟାନିଧି ମାରନ ଗୋପାଳପୁରମସ୍ଥିତ କରୁଣାନିଧି ବାସଭବନକୁ ଯାଇ ତାଙ୍କର ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି।ଗତକାଲି ଏଆଇଡିଏମକେର ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ କରୁଣାନିଧିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। କରୁଣାନିଧିଙ୍କ ବାସଭବନ ବାହାରେ ଡିଏମକେ ସମର୍ଥଙ୍କ ବଡ ଭିଡ ଦେଖିବାକୁ ମିଳିଛି। ଭିଡକୁ ନିୟନ୍ତ୍ରଣ କରିବାପାଇଁ ବ୍ୟାରିକେଡ ବ୍ୟବସ୍ଥା କରିଛି।

   Related Posts