Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

କର୍ଣ୍ଣାଟକରେ ବାଜିମାତ ପରେ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ

15/05/2018 at 9:26 AM

ଗଣତିଟ୍ରେଣ୍ଡ୍ରେ ଆଗରେ ରହିବା ପରେ ବିଜେପିରେ ପ୍ରବଳ ଉତ୍ସାହ । କର୍ଣ୍ମାଟକ, ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଉତ୍ସବ ମନାଇଛନ୍ତି ବିଜେପି ନେତା, କର୍ମୀ ଓ ସମର୍ଥକ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କ ଭିଡ ବଢି ବଢି ଚାଲିଛି । କିଛି ସମୟପରେ ସେଠାରେ ଏକ ଗ୍ରାଣ୍ଡ ସେଲିବ୍ରେସନ୍ର ଆୟୋଜନ କରାଯାିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପକି ଅମିତ ଶାହା, କର୍ଣ୍ମାଟକର ପରବର୍ଥ୍ତୀ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ନେତା ଯୋଗ ଦେବେ । ଏପଟେ ବାଜ, ବାଣ , ଆତସବାଜି ସହ ଉତ୍ସବ ପାଳୁଛନ୍ତି ବିଜେପି କର୍ମୀ। କେନ୍ଦ୍ର ମନ୍ତ୍ରୀ ନିର୍ମଲା ସୀତାରମଣ, ରବିଶଙ୍କର ପ୍ରସାଦଙ୍କ ଠାରୁ ଆରମ୍ଭ କରି ତୁଙ୍ଗ ନେତାଏ ବି ମିଠା ଖୁଆଇ ଉତ୍ସବ ପାଳିଛନ୍ତି । ସଂଧ୍ୟା ୬ଟା ବିଜେପିର ସଂସଦୀୟ ଦଳ ବୈଠକ ବକୁଥିବା ବେଳେ, କର୍ଣ୍ମାଟକ ବିଜୟର ପ୍ରତିଧ୍ୱନ୍ନୀ ହିଁ ବୈଠକକୁ କମ୍ପାଇବ ।

Leave a Reply

   Related Posts