Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ସରକାର ବଞ୍ଚାଇବାକୁ ରଣନୀତି

17/05/2018 at 12:05 PM

ବିରୋଧି ଶିବିରିର କିଛି ବିଧାୟକ ଯଦି ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦିଅନ୍ତି , କିମ୍ବା ଅନୁପସ୍ଥିତ ରୁହନ୍ତି ତେବେ ମ୍ୟାଜିକ୍ ନମ୍ବର ଖସିବ । ଆଉ ଲୋଟସ ଟୁ ପଅଣ୍ଟ ଜିରୋରେ ୧୦ ରୁ ୧୫ ବିରୋଧି ବିଧାୟକଙ୍କଙ୍କୁ ଯଦି ପ୍ରଭାବିତ କରିବାରେ ବିଜେପି ସଫଳ ହୁଅ, ତେବେ ମ୍ୟାଜିକ ନମ୍ବର ୧୦୫ ପାଖା ପାଖି ଖସିଯିବ । ଆଉ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ସହନମ୍ବର ଗେମ୍ରେ ୧୦୫ ରେ ଥିବା ବିଜେପି ଆସ୍ଥାଭୋଟରେ ବିଜୟ ହେବାକୁ କରିଛି ରଣନୀତି ।

Leave a Reply

   Related Posts