Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୯ ବର୍ଷ ପରେ ସେମି ଫାଇନାଲରେ ଭାରତୀୟ ହକି ଦଳ, ବ୍ରିଟେନକୁ ୩-୧ରେ ଦେଲା ମାତ୍
  • ||
  • ରାଜଧାନୀ ଭୁବନେଶ୍ବରରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୦,୧୮୧ ; ଦିନକରେ ୩୧୮ ସଂକ୍ରମିତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଦେଶର ମାନ ବଢାଇଲେ ପିଭି ସିନ୍ଧୁ, ଟୋକିଓ ଅଲିମ୍ପିକ୍ସରେ ଜିତିଲେ ବ୍ରୋଞ୍ଜ ମେଡାଲ
  • ||
  • ଅଗଷ୍ଟ ୫ରୁ ଖୋଲିବ ଭିତରକନିକା ଅଭୟାରଣ୍ୟ : କେବଳ ଦିନରେ ବୁଲି ପାରିବେ ପର୍ଯ୍ୟଟକ, ରାତ୍ରୀଯାପନ ମନା
  • ||
  • ଚାଇନାର ନୂଆ ଚାଲ୍, ୨୦୨୭ ସୁଦ୍ଧା ତିଆରି କରିବ ଅତ୍ୟାଧୁନିକ ସେନା, ୟୁଏସକୁ ଦେବ ଟକ୍କର
  • ||
  • ହାରିବା ପରେ ନିୟନ୍ତ୍ରଣ ହରାଇଲେ ଜୋକୋଭିକ୍, ରାକେଟକୁ ବାଡେଇ ଭାଙ୍ଗିଦେଲେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୪ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୪୩୭ କରୋନା ପଜିଟିଭ୍
  • ||

ବିଜେପି ବିରୋଧରେ କଂଗ୍ରେସର ସଂଗୀନ ଅଭିଯୋଗ ; ୟେଦୁରପ୍ପାଙ୍କ ପୁଅ ଯାଚୁଛନ୍ତି ଲାଞ୍ଚ

19/05/2018 at 8:33 AM

କର୍ଣ୍ଣାଟକ ନାଟକର ଅଙ୍କ ପରେ ଅଙ୍କ ନେଇ ଚର୍ଚ୍ଚା | ଏବେ ବିଜେପି ବିରୋଧରେ କଂଗ୍ରେସ କରିଛି ଆଉ ଏକ ସଂଗୀନ ଅଭିଯୋଗ | ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବା ୟେଦୂରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କ ବିରୋଧରେ କଂଗ୍ରେସ ଆଣିଛି ଅଭିଯୋଗ | ବିଜୟେନ୍ଦ୍ର କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭିତ କରାଇବା ପାଇଁ ୫ କୋଟି ଟଙ୍କା ସହ କ୍ୟାବିନେଟ ମନ୍ତ୍ରୀ ପାଦ ଯାଚିଥିବା ଅଭିଯୋଗ କରିଛି କଂଗ୍ରେସ | ବିଜୟେନ୍ଦ୍ରଙ୍କ ବାର୍ତ୍ତାଳାପର ଅଡିଓ ରିଲିଜ କରି ଏହି ଅଭିଯୋଗ କରିଛି କଂଗ୍ରେସ |

Leave a Reply

   Related Posts