ବିଜେପି ବିରୋଧରେ କଂଗ୍ରେସର ସଂଗୀନ ଅଭିଯୋଗ ; ୟେଦୁରପ୍ପାଙ୍କ ପୁଅ ଯାଚୁଛନ୍ତି ଲାଞ୍ଚ

Published By : Prameya-News7 Bureau | May 19, 2018 IST

କର୍ଣ୍ଣାଟକ ନାଟକର ଅଙ୍କ ପରେ ଅଙ୍କ ନେଇ ଚର୍ଚ୍ଚା | ଏବେ ବିଜେପି ବିରୋଧରେ କଂଗ୍ରେସ କରିଛି ଆଉ ଏକ ସଂଗୀନ ଅଭିଯୋଗ | ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବା ୟେଦୂରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କ ବିରୋଧରେ କଂଗ୍ରେସ ଆଣିଛି ଅଭିଯୋଗ | ବିଜୟେନ୍ଦ୍ର କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭିତ କରାଇବା ପାଇଁ ୫ କୋଟି ଟଙ୍କା ସହ କ୍ୟାବିନେଟ ମନ୍ତ୍ରୀ ପାଦ ଯାଚିଥିବା ଅଭିଯୋଗ କରିଛି କଂଗ୍ରେସ | ବିଜୟେନ୍ଦ୍ରଙ୍କ ବାର୍ତ୍ତାଳାପର ଅଡିଓ ରିଲିଜ କରି ଏହି ଅଭିଯୋଗ କରିଛି କଂଗ୍ରେସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.