୧୫ଦିନ ନୁହେଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷାରେ ସ୍ପଷ୍ଟ ହୋଇଯିବ କିଏ ଗଢିବ କର୍ଣ୍ଣାଟକ ସରକାର

Published By : Prameya-News7 Bureau | May 19, 2018 IST

୧୫ଦିନ ନୁହେଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସ୍ପଷ୍ଟ ହୋଇଯିବ କିଏ ଗଢିବ କର୍ଣ୍ଣାଟକ ସରକାର । ଗୁରୁବାର ଶପଥ ଗ୍ରହଣ କରିଥିବା ୟେଦିୟୁରପାଙ୍କ ଖୁସି ରହିବ ତ, ନା ଅଢେଇ ଦିନରେ ସରିଯିବ । ଆଜି ଅପରାହ୍ନ ୪ଟାରେ କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ବିଜେପିକୁ ଲାଗିଛି ଝଟକା । ଆଉ ଏପଟେ କଂଗ୍ରେସ ଖୁସି ଜାହିର କରିଛି । ତେବେ ସବୁଠୁ ବଡ ପ୍ରଶ୍ନ, ବିଜେପି କୋଉଠୁ ଆଣିବ ଆବଶ୍ୟକ ସଂଖ୍ୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.