Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
  • ||
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ
  • ||
  • ସାମାନ୍ୟ ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୭୦୩ କରୋନା ପଜିଟିଭ୍
  • ||

କର୍ଣ୍ଣାଟକ ନିର୍ବାଚନ ; ଗୋ ପୂଜା ପରେ ଭୋଟ ଦେଲେ ବିଜେପି ପ୍ରାର୍ଥୀ ବି.ଶ୍ରୀରାମୁଲୁ

12/05/2018 at 10:41 AM

କର୍ଣ୍ଣାଟକ ନିର୍ବାଚନ ପାଇଁ ମତଦାନ ଜାରି … ଦିନ ୧ଟା ସୁଦ୍ଧା ୬୦ % ରୁ ଅଧିକ ମତଦାନ ହୋଇଥିବା ଜଣ ପଡିଛି …ବହୁ ବୁଥରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି … ଦୁଇ ପ୍ରମୁଖ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ବହୁ ବରିଷ୍ଠ ନେତା ତାଙ୍କ ଭୋଟ ଅଧିକାର ସାବ୍ୟସ୍ତ କରିଛନ୍ତି … ୨୨୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ…ମଇଦାନରେ ୨ହଜାର ୬ ଶହ ପ୍ରାର୍ଥୀ…ସେପଟେ ନେତାଙ୍କ ବାକ୍ ଯୁଦ୍ଧ ଜାରି…

Leave a Reply

   Related Posts