କର୍ଣ୍ଣାଟକ ନିର୍ବାଚନ ; ଗୋ ପୂଜା ପରେ ଭୋଟ ଦେଲେ ବିଜେପି ପ୍ରାର୍ଥୀ ବି.ଶ୍ରୀରାମୁଲୁ

Published By : Prameya-News7 Bureau | May 12, 2018 IST

କର୍ଣ୍ଣାଟକ ନିର୍ବାଚନ ପାଇଁ ମତଦାନ ଜାରି ... ଦିନ ୧ଟା ସୁଦ୍ଧା ୬୦ % ରୁ ଅଧିକ ମତଦାନ ହୋଇଥିବା ଜଣ ପଡିଛି ...ବହୁ ବୁଥରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି ... ଦୁଇ ପ୍ରମୁଖ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ବହୁ ବରିଷ୍ଠ ନେତା ତାଙ୍କ ଭୋଟ ଅଧିକାର ସାବ୍ୟସ୍ତ କରିଛନ୍ତି ... ୨୨୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ…ମଇଦାନରେ ୨ହଜାର ୬ ଶହ ପ୍ରାର୍ଥୀ...ସେପଟେ ନେତାଙ୍କ ବାକ୍ ଯୁଦ୍ଧ ଜାରି...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.