Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କର୍ଣ୍ଣାଟକ କଂଗ୍ରେସର ବୈଠକ ଜାରି : ୮୦ଜଣ ବିଧାୟକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭୪ଜଣ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି

18/01/2019 at 7:27 PM

ବାଙ୍ଗାଲୁରୁ୧୮|୧: କର୍ଣ୍ଣାଟକ କଂଗ୍ରେସର ବୈଠକ ଜାରି । ବିଧାନସଭାରେ କଂଗ୍ରେସର ୮୦ଜଣ ବିଧାୟକ ଥିବା ବେଳେ ଏପର୍ଯ୍ୟନ୍ତ ୭୪ଜଣ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି । ତେବେ ଯଦି କୌଣସି ବିଧାୟକ ବୈଠକରେ ସାମିଲ ନହୁଅନ୍ତି, ସେମାନଙ୍କୁ ପାର୍ଟିର ସଦସ୍ୟତା  ଛାଡିବାକୁ ହେବ ବେ।ଲି ଚେତାବନୀ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ।

 

କଂଗ୍ରେସ ବୈଠକରେ ପହଞ୍ଚିନଥିବା ୫ଜଣ ବିଧାୟକ ହେଲେ ରମେଶ ଜରକୀହେ।ଲୀ, ମହେଶ କୁମାତହଲ୍ଲୀ, ଉମେଶ ଯାଦବ, ନାରାୟଣ ରାଓ ଏବଂ ବି.ନଗେନ୍ଦ୍ର । ତେବେ ଏମାନଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦରୁ ବାଙ୍ଗଲା।ର ଅଭିମୁଖେ ବାହାରିଥିବା  ବେଳେ ଅନ୍ୟ ଜଣେ କେ।ର୍ଟ କାର୍ଯ୍ୟରେ ବ୍ୟସ୍ତ ଥିବା ସୂଚନା ମିଳିଛି । ସମସ୍ତ ବିଧାୟକଙ୍କୁ ବୈଠକରେ ଉପସ୍ଥିତ ରହିବାକୁ କୁହାଯାଇଛି । କିନ୍ତୁ କାହାକୁ ମନ୍ତ୍ରୀ କରିବାକୁ ପ୍ରତିଶ୍ରୃତି ଦିଆଯାଇନଥିବା କହିଛନ୍ତି ସିଦ୍ଧରମେୟା ।

 

ତେବେ କଂଗ୍ରେସର ସୂତ୍ର ଅନୁସାରେ ସମସ୍ତ ବିଧାୟକ ହାଇ କମାଣ୍ଡଙ୍କ ସହ ଆଲେ।ଚନା କରିସାରିଛନ୍ତି । ତେଣୁ ଦଳ ବଦଳ ବିରେ।ଧୀ ଆଇନର ପ୍ରଶ୍ନ ଉଠୁନି । ତେବେ କଂଗ୍ରେସ ଏବଂ ଜେଡିଏସର ସମସ୍ତ ୧୦୪ଜଣ ବିଧାୟକ ପାର୍ଟି ପାଇଁ ଚିନ୍ତିତ । ଏବଂ ସମସ୍ତେ ଲେ।କସଭା ନିର୍ବାଚନୀ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଅନ୍ୟପଟେ ବୈଠକ ପରେ କିଛି ବିଧାୟକ ମୁମ୍ବାଇ ଫେରି ଆସିବେ । ଏବେବି ଅପରେସନ ଲେ।ଟସ୍ ଚାଲିଛି ବେ।ଲି ସଙ୍କେତ ଦେଇଛନ୍ତି ବିଜେପି ନେତା ସତୀଶ ରେଡ୍ଡି ।

   Related Posts