ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷା
Published By : Prameya-News7 Bureau | May 18, 2018 IST
ଆସନ୍ତାକାଲି ଅପରାହ୍ଣ ୪ ଟାରେ କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷା ... ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ବି.ଏସ୍ ୟେଦୁରପ୍ପାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ... କଂଗ୍ରେସ କହିଲା ଐତିହାସିକ, ଜିତିବା ନେଇ ୟେଦିଙ୍କ ଦୃଢୋକ୍ତି ...