Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କର୍ଣ୍ଣାଟକରେ ମନ୍ଦିର ଭୋଗ ଖାଇ ୧୧ମୃତ, ୭୨ ଗୁରୁତର

14/12/2018 at 10:00 PM

ଜାମରାଜନଗର୧୪/୧୨: କର୍ଣ୍ଣାଟକର ଜାମରାଜନଗର ଜିଲ୍ଲାରେ ମନ୍ଦିର ଭୋଗଖାଇ ୧୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୨ ଜଣ ଗୁରୁତରଙ୍କୁ ଡ଼ାକ୍ତରଖାନରେ ଭର୍ତ୍ତିକରାଯାଇଛି । ଏସପିଧର୍ମେନ୍ଦ୍ର କୁମାର କହିଛନ୍ତି ଡ଼ାକ୍ତରଖାନରେ ଭର୍ତ୍ତିହୋଇଥିବା ଲୋକମାନଙ୍କ ଭିତରୁ ୧୨ ଜଣଙ୍କ ଅବସ୍ଥାସଂକଟାପର୍ଣ୍ଣ ଅଛି । ଯାହାଙ୍କୁ ମହୀଶୂରର ଥିବା କେ୍ୟାର ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ମନ୍ଦିର ପ୍ରସାଦକୁ ମଧ୍ୟ ଯାଂଚ କରିବାକୁ ପଠାଯାଇଛି ।

ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ଵାମୀ କହିଛନ୍ତି ଫୁଡ଼ ପୟଜନ ପାଇଁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ସବୁ ସରକାରୀ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ସହିତ ୧୦୮ ଆମ୍ବୁଲାନ୍ସକୁ ଜରୁରୀକାଳୀନ ସ୍ଥିତିରେ ସଜାଗ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts