ବିକୀନି ଫଟୋରେ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଲେ ଏହି ଅଭିନେତ୍ରୀ, ଟ୍ରୋଲ ବି ହେଲେ

Published By : Prameya-News7 Bureau | May 01, 2019 IST

wp:heading {"level":5}
ମୁମ୍ୱାଇ୧|୪: ନାଗିନ ୩ରେ ଅଭିନୟ କରୁଥିବା ଅଭିନେତ୍ରୀ କରିସ୍ମା ତନ୍ନା ସୋସିଆଲ ମିଡିଆରେ ନିଜ ହଟ୍‌ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ କରିସ୍ମା ବିକୀନି ପିନ୍ଧି ନିଜ ହଟ୍‌ ଫିଗର ଦେଖାଇଛନ୍ତି। ଏହି ଫଟୋ ପୂର୍ବରୁ ମଧ୍ୟ କରିସ୍ମା ତାଙ୍କର  ଅନେକ ସେକ୍ସି ଫଟୋ ସେୟାର କରିଚନ୍ତି।
/wp:heading {"id":109455,"width":578,"height":390}
wp:heading {"level":5}
ତାଙ୍କ ଫଟୋ ଅପଲୋଡ ହେଲେ ତାଙ୍କ ଫ୍ୟାନ୍ସ ଓ ଦଶର୍କ ବହୁତ ପସନ୍ଦ କରନ୍ତି।  ପ୍ରତ୍ୟେକ ଥର ଭଳି ଦର୍ଶକ ତାଙ୍କ ଫଟୋ ପସନ୍ଦ କରିଛନ୍ତି ସତ କିନ୍ତୁ ଏଥର କିଛି ଦର୍ଶକ ତାଙ୍କର ଏହି ଫଟୋରେ ବହୁତ ଟ୍ରୋଲ କରିଛନ୍ତି। କେବଳ ସେତିକି ନୁହେଁ ଅନେକ ଖରାପ କମେଣ୍ଟ ମଧ୍ୟ ଆସିଛି।
/wp:heading {"id":109461}
wp:heading {"level":5}
ଯେତିକି ତାଙ୍କ ଫଟୋକୁ ପ୍ରଶଂସା କରିନାହାନ୍ତି ତାଠୁ ଅଧିକ ଦର୍ଶକ ଗାଳି ଦେଇଛନ୍ତି।  କିଛି ୟୁଜର୍ସ ତାଙ୍କ ବୟସ ବଢିବାକୁ ନେଇ କମେଣ୍ଟ କରିଛନ୍ତି ତ କିଛି ତାଙ୍କୁ ଠିକ ବସ୍ତ୍ର ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି। 
/wp:heading {"id":109459,"width":557,"height":488}
wp:heading {"level":5}
ଛୋଟ ପରଦାରେ ପାଦ ଦେଇ କରିସ୍ମା ନିଜ ଅଭିନୟର ପ୍ରତିଭାକୁ କ୍ୟାମେରା ସାମ୍ନାକୁ ଆଣିଥିଲେ। ଅନେକ ହିଟ୍‌ ଟିଭି ସିରିଏଲରେ ଅଭିନୟ କରି ସେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି।  କରିସ୍ମା ଜଣେ ଆଙ୍କର, ଅଭିନେତ୍ରୀ, ମଡେଲ ଭାବେ ଦର୍ଶକଙ୍କ ମଧ୍ୟରେ ଜଣା ଶୁଣା।
/wp:heading {"id":109458}
wp:heading {"level":5}
ଫିଲ୍ମ ଗ୍ରାଣ୍ଡ ମସ୍ତିରେ ଅଭିନୟ କରି ସେ ବଲିଉଡରେ ଡେବ୍ୟୁ କରିଥିଲେ। ସୁପରହିଟ୍‌ ଫିଲ୍ମ ସଞ୍ଜୁରେ ମଧ୍ୟ ସେ ରଣବୀର କପୁରଙ୍କ ବିପକ୍ଷରେ ଅଭିନୟ କରିଥିଲେ। ସଞ୍ଜୁ ଫିଲ୍ମରେ ଅଭିନୟ କରି କରିସ୍ମା ପ୍ରତିଷ୍ଠା ଲାଭ କରିଥିଲେ। ତନ୍ନାଙ୍କ କ୍ରେଜ୍‌ ଏବେ ମଧ୍ୟ ଦର୍ଶକଙ୍କ ଗହଣରେ ଅଛି କିନ୍ତୁ ଆଜିକାଲି ସେ ଅଧିକ ଟ୍ରୋଲ ହେବାର ମଧ୍ୟ ଦେଖାଯାଉଛି। 
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.