Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ବାଥଟବରେ କରିଶ୍ମା ଶର୍ମାଙ୍କ ହଟ୍ ଫଟୋ ଦେଖିଲେ ଉଡିଯିବ ହୋସ

26/04/2019 at 11:51 AM

ମୁମ୍ୱାଇ୨୬|୪:  ଟେଲି ଅଭିନେତ୍ରୀ କରିଶ୍ମା ଶର୍ମା ଅଧିକାଂଶ ସମୟ ନିଜ ବୋଲ୍ଡ ଲୁକ୍‌ ପାଇଁ ଚର୍ଚ୍ଚାରେ ଥାନ୍ତି। ପୁଣି ଥରେ ତାଙ୍କ ହଟ୍‌ ଅବତାରର ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ୱେବ ସିରିଜ ରାଗିନୀ ଏମ୍‌ଏମ୍‌ଏସ୍‌ରୁ ସେ ଟିଭି ଇଣ୍ଡଷ୍ଟ୍ରିରେ ନିଜ ପରିଚୟ ତିଆରି କରିଥିଲେ।

ଛୋଟ ପରଦାରୁ କ୍ୟାରିଅର ଆରମ୍ଭ କରିଥିବା କରିଶ୍ମା ଏବେ ଯୁବପୀଢିଙ୍କ ମଧ୍ୟରେ ଖୁବ ଫେମସ। ଟେଲିଭିଜନ ସୋ ପବିତ୍ର ରିସ୍ତା, ପ୍ୟାର ତୁନେ କ୍ୟା କିଆ ଓ ଲଭ ବାଏ ଚାନ୍ସରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ।

ଏହା ସହ ସେ ଅନେକ ଟିଭି ସୋରେ ମଧ୍ୟ ଦେଖିବାକୁ ମିଳିଥିଲେ। ବଲିଉଡ ଫିଲ୍ମ ପ୍ୟାର କା ପଞ୍ଚନାମା ୨ ମଧ୍ୟ ସେ ସହଯୋଗୀ ଅଭିନେତ୍ରୀ ଭାବେ ଦେଖିବାକୁ ମିଳିଥିଲେ ଓ ହୋଟେଲ ମିଲାନ ସିନେମାରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଇସମେ ତେରା ଘାଟା ଆଲବମରୁ ସେ ସମଗ୍ର ଦେଶରେ ଚର୍ଚ୍ଚାରେ ଥିଲେ।

ଏବେ କିଛି ଦିନ ତଳେ କରିଶ୍ମା ଇଣଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ହଟ୍‌ ଫଟୋ ସେଆର କରିଥିଲେ। ଫଟୋରେ କରିଶ୍ମା ଗ୍ରୀନ ବିକିନୀ ପିନ୍ଧି ବାଥଟବ୍‌ରେ ସ୍ନାନ କରିବା ସହ ବହି ପଢିବାର ଦେଖାଯାଇଛି। ଫଟୋରେ କରିଶ୍ମା ବହୁତ ସେକ୍ସି ଓ ହଟ୍‌ ଲାଗୁଛନ୍ତି।

ତାଙ୍କର ଏହି ବୋଲ୍ଡ ଅନ୍ଦାଜକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ଏବେ କରିଶ୍ମା ଟିଭି ଇଣ୍ଡଷ୍ଟ୍ରିରେ ଦେଖାଯାଉନାହାନ୍ତି କିନ୍ତୁ ତାଙ୍କ ଫଟୋ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଏହି କାରଣ ପାଇଁ ଦର୍ଶକ ତାଙ୍କୁ ମନେ ମଧ୍ୟ ରଖିଛନ୍ତି।

   Related Posts