ଗ୍ରୀନ୍ ଗାଉନରେ ରାମ୍ପ ଓ୍ବାକ୍ କଲେ କରୀନା କପୁର : ଫଟୋ ହେଲା ଭାଇରାଲ୍

Published By : Prameya-News7 Bureau | February 19, 2020 IST

ମୁମ୍ବାଇ ୧୯/୨: ଲ୍ୟାକମେ ଫ୍ୟାଶନ୍ ଓ୍ବିକ୍ ୨୦୨୦ରେ ରାମ୍ପ ଓ୍ବାକ୍ କରି ଅନେକ ଅଭିନେତ୍ରୀ ନିଜର ଜଲଓ୍ବା ଦେଖାଇଥିଲେ କିନ୍ତୁ ରବିବାର କରୀନା କପୁର ଆସିବା ମାତ୍ରେ ପୂରା ମାହୋଲ୍ ବଦଳି ଯାଇଥିଲା।

{"id":226373,"sizeSlug":"large"}

କରୀନା କପୁର ଏଠାରେ ଗ୍ରୀନ୍ କଲରର ଡ୍ରେସରେ ନଜର ଆସିଥିଲେ। ସବୁଥର ଭଳି ଏଥର ମଧ୍ୟ କରୀନା ନିଜ ଡ୍ରେସରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ।

{"id":226375,"width":588,"height":392,"sizeSlug":"large"}

ଅମିତ ଅଗ୍ରଓ୍ବାଲଙ୍କ ଗ୍ରାଣ୍ଡ ଫିନାଲେରେ କରୀନା ଏହି ଲୁକରେ ନଜର ଆସିଥିଲେ।

{"id":226376,"sizeSlug":"large"}

କରୀନା କପୁର ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାଁ। ଏଥିପାଇଁ ସମସ୍ତଙ୍କ ନଜର କରୀନାଙ୍କ ଉପରେ ରହିଥିଲା। ରାମ୍ପରେ ପହଞ୍ଚିବାମାତ୍ରେ ଫ୍ୟାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।

{"id":226377,"width":584,"height":389,"sizeSlug":"large"}

ରାମ୍ପ ଓ୍ବାକ୍ ପରେ ଷ୍ଟେଜରେ ଅମିତ ଅଗ୍ରଓ୍ବାଲ୍ ପହଞ୍ଚିଥିଲେ। ଏଠାରେ ଅମିତ ଅଗ୍ରଓ୍ବାଲଙ୍କ ଡିଜାଇନିଂର ଅତ୍ୟଧିକ ପ୍ରଶଂସା କରାଯାଇଥିଲା।

{"id":226378,"width":588,"height":392,"sizeSlug":"large"}

 କରୀନା କପୁର ଫଟୋ ପାଇଁ ପୂରା ଭିନ୍ନ ଭିନ୍ନ ପୋଜ ଦେଇଥିଲେ। ତାଙ୍କର ଏହି ପୋଜ ଜୋର ସୋରରେ ଭାଇରାଲ୍ ହୋଇଥିଲା।

{"id":226379,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.