Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଗ୍ରୀନ୍ ଗାଉନରେ ରାମ୍ପ ଓ୍ବାକ୍ କଲେ କରୀନା କପୁର : ଫଟୋ ହେଲା ଭାଇରାଲ୍

19/02/2020 at 3:35 PM

ମୁମ୍ବାଇ ୧୯/୨: ଲ୍ୟାକମେ ଫ୍ୟାଶନ୍ ଓ୍ବିକ୍ ୨୦୨୦ରେ ରାମ୍ପ ଓ୍ବାକ୍ କରି ଅନେକ ଅଭିନେତ୍ରୀ ନିଜର ଜଲଓ୍ବା ଦେଖାଇଥିଲେ କିନ୍ତୁ ରବିବାର କରୀନା କପୁର ଆସିବା ମାତ୍ରେ ପୂରା ମାହୋଲ୍ ବଦଳି ଯାଇଥିଲା।

କରୀନା କପୁର ଏଠାରେ ଗ୍ରୀନ୍ କଲରର ଡ୍ରେସରେ ନଜର ଆସିଥିଲେ। ସବୁଥର ଭଳି ଏଥର ମଧ୍ୟ କରୀନା ନିଜ ଡ୍ରେସରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ।

ଅମିତ ଅଗ୍ରଓ୍ବାଲଙ୍କ ଗ୍ରାଣ୍ଡ ଫିନାଲେରେ କରୀନା ଏହି ଲୁକରେ ନଜର ଆସିଥିଲେ।

କରୀନା କପୁର ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାଁ। ଏଥିପାଇଁ ସମସ୍ତଙ୍କ ନଜର କରୀନାଙ୍କ ଉପରେ ରହିଥିଲା। ରାମ୍ପରେ ପହଞ୍ଚିବାମାତ୍ରେ ଫ୍ୟାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।

ରାମ୍ପ ଓ୍ବାକ୍ ପରେ ଷ୍ଟେଜରେ ଅମିତ ଅଗ୍ରଓ୍ବାଲ୍ ପହଞ୍ଚିଥିଲେ। ଏଠାରେ ଅମିତ ଅଗ୍ରଓ୍ବାଲଙ୍କ ଡିଜାଇନିଂର ଅତ୍ୟଧିକ ପ୍ରଶଂସା କରାଯାଇଥିଲା।

 କରୀନା କପୁର ଫଟୋ ପାଇଁ ପୂରା ଭିନ୍ନ ଭିନ୍ନ ପୋଜ ଦେଇଥିଲେ। ତାଙ୍କର ଏହି ପୋଜ ଜୋର ସୋରରେ ଭାଇରାଲ୍ ହୋଇଥିଲା।

   Related Posts