Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଫିଲ୍ମ ‘ହୀରୋଇନ୍’ରେ ନ୍ୟୁଡ ସିନ୍ ଦେଇଥିଲେ କରୀନା : ଏବେ କହିଲେ ଏହାର କାରଣ

9/03/2020 at 5:29 PM

ମୁମ୍ବାଇ ୯/୩: କରୀନା କପୁର କେବଳ ଯେ ମେନଷ୍ଟ୍ରିମ୍ ଫିଲ୍ମରେ କାମ କରିଛନ୍ତି ବରଂ ସେ ଅନେକ ଚ୍ୟାଲେଞ୍ଜିଂ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି। ‘ଚମେଲି’ ଏବଂ ‘ହୀରୋଇନ୍’ ଭଳି ଫିଲ୍ମରେ ସେ ସଶକ୍ତ ଭୂମିକାରେ ମଧ୍ୟ ଅଭିନୟ କରିସାରିଛନ୍ତି । କିନ୍ତୁ ଏହି ଅଫବିଟ୍ କମର୍ସିଆଲ୍ ଫିଲ୍ମରେ ତାଙ୍କୁ ଅଧିକ ସଫଳତା ମିଳିପାରିନଥିଲା କିନ୍ତୁ କରୀନା ଏଥିରେ ନିଖୁଣ ଅଭିନୟ କରି ସମସ୍ତଙ୍କର ପ୍ରଶଂସା ସାଉଁଟି ପାରିଥିଲେ।

ମଧୁର ଭଣ୍ଡାରକରଙ୍କ ଦ୍ବାରା ନିର୍ଦେଶିତ ‘ହୀରୋଇନ୍’ ଫିଲ୍ମରେ କରୀନା କପୁର ନ୍ୟୁଡ ସିନ୍ ମଧ୍ୟ ଦେଇଥିଲେ। ସେ ଏହି ଫିଲ୍ମ ବିଷୟରେ କଥା ହୋଇ କହିଥିଲେ,‘ ଲୋକେ ଯାହା କହିଲେ ମଧ୍ୟ ସେ ଏହି ଫିଲ୍ମକୁ ନେଇ ଗର୍ବିତ ଅନୁଭବ କରନ୍ତି।’

ସେ ଆହୁରି ମଧ୍ୟ କହିଛନ୍ତି,‘ ସେ ଏହି ଫିଲ୍ମ ପାଇଁ ବହୁତ ପରିଶ୍ରମ କରିଥିଲେ,ଫିଲ୍ମ ପାଇଁ ସେ ନ୍ୟୁଡ ସିନ୍ ମଧ୍ୟ ଦେଇଥିଲେ। କିନ୍ତୁ ଦର୍ଶକେ ତାଙ୍କୁ ଏହି ଅବତାରରେ ଦେଖିବାକୁ ପ୍ରସ୍ତୁତ ନଥିଲେ।’

ମଧୁର ଭଣ୍ଡାରକରଙ୍କ ବିଷୟରେ କରୀନା କହିଥିଲେ ଯେ,‘ ମଧୁର ଜଣେ ଚମତ୍କାର ନିର୍ଦେଶକ। ମଧୁର,କଙ୍ଗନା ଏବଂ ପ୍ରିୟଙ୍କା ଭଳି ଅଭିନେତ୍ରୀଙ୍କଠୁ ମଧ୍ୟ ଏଭଳି କାମ ହାସଲ କରିଛନ୍ତି।’

   Related Posts