Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

କରୀନା ଓ ଅମୀର ଜଣେ କୃଷକଘରେ ତଳେ ବସି ଖାଉଥିବା ଭିଡ଼ିଓ ହେଲା ଭାଇରାଲ, ୩-ଇଡ଼ିୟଟ ସିନେମା ପ୍ରମୋଶନ ପାଇଁ କରିଥିଲେ ଏପରି କାମ

21/03/2019 at 8:38 PM

ନୂଆଦିଲ୍ଲୀ ୨୧/୩-ଅମୀର ଖାନ ଓ କରୀନା କପୁରଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ହୋଇଛି ଭାଇରାଲ । ଯାହା କରୀନା ଓ ଅମୀର ଜଣେ ଚାଷୀଘରେ ତଳେ ବସି ଖାଉଥିବା ସେହି ଭିଡ଼ିଓରେ ଦେଖାଯାଇଛି ।

୨୦୦୯ ମସିହାରେ ରିଲିଜ ହୋଇଥିବା ୩-ଇଡ଼ିୟଟ ସିନେମାର ପ୍ରମୋଶନ ପାଇଁ ଏପରି କରୀଥିବା ଜଣାଯାଇଛି । ନାମୀଦାମୀ କଳାକାର ଜଣେ ସାଧାରଣ ଚାଷୀଘରେ ତଳେ ବସି ଖାଇବା ବିରଳ । କେବଳ ନିଜର ସିନେମାକୁ ଅଧିକ ମାଇଲେଜ ଦେବାକୁ ଏପରି କରିଥିବା ଜଣାଯାଇଛି ।

ସେହି ଚାଷୀଙ୍କ ଘରେ ଖାଇବା ସହିତ ଅମୀର ସେହି ଭିଡ଼ିଓରେ କହିଛନ୍ତି-ସେ ବହୁତ ଦୂରରୁ ଆସିଛନ୍ତି, ଗାଡ଼ିରେ ବହୁତ ସମୟ ବସିବସି ସେମାନଙ୍କୁ ବହୁତ ଭୋକ । ତା ପରେ ସେହି କୃଷକଙ୍କ ପରିବାର ପକ୍ଷରୁ ଖାଇବାକୁ ଦେଇଥିଲେ । କୃଷକଙ୍କ ପରିବାର ଦେଇଥିବା ଖାଦ୍ୟ ଭେଜ୍ ଥିଲା ଯାହାକୁ ସେମାନେ ଭାରି ପ୍ରଂଶସା ମଧ୍ୟ କରିଛନ୍ତି ।

ସେ ଖାଇବା ପରେ ସେହି କୃଷକଙ୍କ ଛୋଟଝିଅ ସହ କଥାବାର୍ତ୍ତା ହୋଇଥିଲେ । ଖାଇଛି କି ନାହିଁ ମଧ୍ୟ ପଚାରିଥିଲେ ।

୨୦୦୯ର ଏହି ଭିଡ଼ିଓ ଆଜିକାଦିନରେ ଅଧିକରୁ ଅଧିକ ଭାଇରାଲ ହେବାର ଲାଗିଛି ।

   Related Posts