Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଦ କପିଳ ଶର୍ମା ଶୋ’ ର ସୁଟିଂ : ସର୍ବପ୍ରଥମେ ଅତିଥି ହେବେ ଏହି ରିୟଲ ହୀରୋ

7/07/2020 at 11:41 AM

ମୁମ୍ବାଇ ୭/୭: କପିଳ ଶର୍ମାଙ୍କ ଲୋକପ୍ରିୟ ଶୋ ‘ଦ କପିଳ ଶର୍ମା ଶୋ’ ଖୁବ୍ ଶୀଘ୍ର ଆରମ୍ଭ ହେବ। ଶୋର ମେକର୍ସ ସୁଟିଂ ସେଟରେ ଫେରିବା ପାଇଁ ଖୁବ୍ ପ୍ରସ୍ତୁତି କରୁଛନ୍ତି। ଖବର ମିଳିଛି ଯେ ଏହାର ସୁଟିଂ ଜୁଲାଇ ମଧ୍ୟଭାଗରେ ଆରମ୍ଭ କରାଯିବ। ସମସ୍ତ ନିୟମକୁ ପାଳନ କରାଯାଇ ଷ୍ଟାର ଏବଂ କ୍ରୃ ମେମ୍ବରଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯିବ।

କପିଳ ଶର୍ମାଙ୍କ ଶୋ ରେ ଏଥର ସର୍ବ ପ୍ରଥମ ଅତିଥି ଆଉ କେହି ନୁହେଁ ବରଂ ସୋନୁ ସୁଦ ଆସିବେ। ନୂଆ ଏପିସୋଡର ସ୍କ୍ରିପ୍ଟକୁ ଲକ୍ କରି ଦିଆଯାଇଛି। ଏହା ବ୍ୟତୀତ ଟିମର କାଷ୍ଟ୍ ସମେତ କପିଳ ଶର୍ମା ଭିଡିଓ କନଫରେନ୍ସିଂ ଜରିଆରେ ରିହର୍ସଲ୍ କରୁଛନ୍ତି। ଅର୍ଚ୍ଚନା ପୂରଣ ସିଂହ ମଧ୍ୟ ଶୋ ରେ ରହିବେ।

ଅତିଥି ଭାବେ ସୋନୁ ସୁଦଙ୍କ ବ୍ୟତୀତ ଆହୁରି ଅନେକ ବଡ଼ ସୁପରଷ୍ଟାର ସାମିଲ ହେବାର ଶୁଣିବାକୁ ମିଳିଛି। କିନ୍ତୁ ଶୋ ରେ ଲାଇଭ ଅଡିୟନ୍ସ ରହିବେ ନାହିଁ। କରୋନା ଭାଇରସର ପ୍ରକୋପକୁ ଦେଖି ସୋସିଆଲ ଡିସଟ୍ୟାନସିଂ ପାଳନ କରାଯିବ।

   Related Posts