Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଶୋ’ ବନ୍ଦ ହେବା ନେଇ ମୁହଁ ଖୋଲିଲେ କପିଲ୍ ଶର୍ମା : କହିଲେ ‘ବ୍ୟାକ୍ ପେନ୍ ଯୋଗୁଁ ବାଧ୍ୟ ହୋଇ ବନ୍ଦ କରିବାକୁ ପଡିଲା’…

18/10/2021 at 1:00 PM

ମୁମ୍ବାଇ ୧୮।୧୦: ସୋନି ଟିଭିରେ ପ୍ରସାରିତ କପିଲ ଶର୍ମା ଶୋ’ ପୁଣିଥରେ ତାଙ୍କ  ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ନେଇ ଦର୍ଶକ ଯେତିକି ଖୁସି କପିଲ ତା’ଠୁ ଅଧିକ ଖୁସି ଅଛନ୍ତି। ନିକଟରେ ତାଙ୍କ ଶୋ’ ବନ୍ଦ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ।

ଏପରି ଏକ ସମୟ ଥିଲା ଯେତେବେଳେ କପିଲ ଶର୍ମାଙ୍କ ଶୋକୁ ଏୟାର ଅଫ୍ କରାଯାଇଥିଲା, ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ବହୁତ ନିରାଶ ହୋଇଥିଲେ । ସୂଚନା ଅନୁଯାୟୀ, କପିଲ ଶର୍ମାଙ୍କ ପାଇଁ ଶୋ’କୁ ଏୟାର ଅଫ୍ କରିବା ସହଜ ନଥିଲା। କପିଲ ଶର୍ମା ନିକଟରେ କହିଥିଲେ ଯେ ଏହି କାରଣରୁ ତାଙ୍କୁ ସୋ’କୁ ଏୟାର ଅଫ୍ କରିବାକୁ ପଡୁଥିଲା। ଏ ନେଇ କପିଲ କହିଛନ୍ତି, ତାଙ୍କୁ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେବାକୁ ପଡ଼ିଥିଲା। କାରଣ ତାଙ୍କର ପ୍ରବଳ ବ୍ୟାକ୍‌ ପେନ୍‌ ହେଉଥିଲା। ତେଣୁ ସେ ବାଧ୍ୟ ହୋଇ ଶୋ’ ବନ୍ଦ ରଖିଥିଲେ।

କପିଲ ଶର୍ମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ଦର୍ଶାଯାଇଛି ଯେ ପିଠି ଯନ୍ତ୍ରଣା ହେତୁ ଏହି ସୋ’କୁ ବନ୍ଦ କରିବାକୁ ପଡିଥିଲା । ୨୦୧୫ ମସିହାରେ ପ୍ରଥମ ଥର ପାଇଁ କପିଲ ଶର୍ମାଙ୍କର ଏହି ଯନ୍ତ୍ରଣା ହୋଇଥିଲା ।

   Related Posts