Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସ୍କୁଲ୍ ସିଲାବସ୍ ରେ କପିଲଙ୍କ ଆତ୍ମ ଜୀବନୀ, ଛାତ୍ରଛାତ୍ରୀଙ୍କୁ ଯୋଗାଇବ ପ୍ରେରଣା

10/04/2021 at 10:03 AM

ନୂଆଦିଲ୍ଲୀ ୧୦/୦୪: କମେଡି କିଙ୍ଗ କପିଲ ଶର୍ମାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତେ ତାଙ୍କ କମେଡିର ଦିୱାନା ।  ତେବେ ଏପର୍ଯ୍ୟନ୍ତ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ଅନେକ ଉତ୍ଥାନ-ପତନ ପରେ କପିଲ ତାଙ୍କ ନାମ ଅର୍ଜନ କରିଛନ୍ତି । ଏଥି ସହିତ କପିଲ ଶର୍ମାଙ୍କ ଜୀବନୀ ଶିଶୁ ପୁସ୍ତକରେ ସ୍ଥାନ ପାଇଛି । ଚତୁର୍ଥ ଶ୍ରେଣୀର ଜି.କେ ବହିରେ କପିଲ ଶର୍ମାଙ୍କ ଚ୍ୟାପ୍ଟର ଅନ୍ତର୍ଭୁକ୍ତ ହୋଇଛି ।

बच्चों के लिए प्रेरणा बने कपिल शर्मा, सिलेबस में शामिल हुई काॅमेडियन की स्टोरी

ଇନଷ୍ଟାଗ୍ରାମରେ କପିଲଙ୍କ ଫ୍ୟାନ୍ ପେଜ୍ ଦ୍ୱାରା ଏହାର ଏକ ଫଟୋ ସେୟାର କରାଯାଇଥିଲା । ଯାହା କପିଲ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି । ସେୟାର ହୋଇଥିବା ଫଟୋରେ ଏହା ଦେଖାଯାଇଛି ଯେ କପିଲ ଶର୍ମାଙ୍କ ଚ୍ୟାପ୍ଟର ଏକ ବହିରେ ଛପା ଯାଇଛି । ଯେଉଁଥିରେ ତାଙ୍କ ଫଟୋ ମଧ୍ୟ ଲଗାଯାଇଛି । ଦ୍ୱିତୀୟ ଫଟୋରେ କପିଲ ସହ ତାଙ୍କ ଏବଂ ନବଜୋତ ସିଂ ସିଦ୍ଧୁ ମଧ୍ୟ ନଜର ଆସିଛନ୍ତି । କପିଲଙ୍କ ଫ୍ୟାନ୍ସମାନେ ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି ।

ପଞ୍ଜାବର ଅମୃତସର ସହରରୁ ଯାତ୍ରା ଆରମ୍ଭ କରିଥିବା କପିଲଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା । ଆଜି ସେ ଭାରତର ୧ ନମ୍ବର ହାସ୍ୟ ଅଭିନେତା ଭାବରେ ଜଣାଶୁଣା । କପିଲଙ୍କ ସୋ’ କିଛି ମାସ ପୂର୍ବରୁ ବନ୍ଦ ହୋଇଯାଇଥିଲା । ଏଥି ସହିତ କପିଲ ନେଟଫ୍ଲିକ୍ସରେ ନିଜର ନୂଆ କମେଡି ସୋ’ ସହିତ ଶୀଘ୍ର ଆସୁଛନ୍ତି ।

   Related Posts