Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

କପିଲ ଶର୍ମା ବାହାଘର ପାଇଁ ଏବେ ପଂଜାବ ଜଳନ୍ଧରରେ, ସାଙ୍ଗସାଥୀଙ୍କ ସହ ମିଶି କଲେ ପ୍ରି-ଓ୍ଵେଡ଼ିଙ୍ଗ ଫଟୋ ସୁଟ୍,ପ୍ରେମିକାରୁ ଜୀବନସାଥୀ ଆଜି ପାଲଟିବେ ଗିନ୍ନି

12/12/2018 at 8:37 PM

ଜଲନ୍ଧର;୧୨/୧୨-କମେଡ଼ିଆନ କପିଲ ଶର୍ମା ବାହାଘର ପାଇଁ ଏବେ ପଂଜାବ ଜଳନ୍ଧରରେ  । ସାଙ୍ଗସାଥିଙ୍କ ସହ ମିଶି ବାହାଗରର ପ୍ରି-ଓ୍ଵେଡ଼ିଙ୍ଗଫଟୋ ସୁଟ କରିସାରିଛନ୍ତି । ବହୁଦିନରୁ ପ୍ରେମ ସଂପର୍କରେ ଥିବା ପ୍ରେମିକା ଗିନ୍ନିଙ୍କୁ ଆଜି ବାହାହେବାକୁ ଯାଉଛନ୍ତିବୋଲି ଜଣାଯାଇଛି । ଜଲନ୍ଧର ଗିନ୍ନିଙ୍କର ହୋମ ଟାଉନ ହୋଇଥିବାରୁ ସେଇଠି କପିଲ ବିବାହ କରିବାକୁ କହିଛନ୍ତି। କିଛି ଜିଗରଦୋସ୍ତଙ୍କ ପାଇଁ ସେ ଜଲନ୍ଧର ଯାଇ ଏହି ବିବାହ ଉତ୍ସବ ମନାଇବା କଥା କହିଛନ୍ତି ।

ବିବାହ ପରେ କପିଲ ଶର୍ମାଙ୍କକମେଡ଼ି ଦ୍ଵିତୀୟ ଭାଗ ଆରମ୍ଭ ହେବା କଥା କହିଛନ୍ତି । ସେ ତାଙ୍କ ପରିବାର ସହ ହସଖୁସିରେ ବିବାହ ଉତ୍ସବମନାଇବା ବେଳେ କମେଡ଼ି ସୋ ର ପୁରା ଟିମ୍ ତାଙ୍କ ପାଖରେ ଉପସ୍ଥିତ ଅଛନ୍ତି ।

ବାହାଘର ପରେ ୧୪ ଡ଼ିସେମ୍ବରରେ ରିସେପସନ ପାର୍ଟିର ଆୟୋଜନ ହେବ ଜଲନ୍ଧରରେ । ଏଥିରେ ତାଙ୍କର ସମସ୍ତ ସାଙ୍ଗସାଥୀଙ୍କ ସହ ବନ୍ଧୁବାନ୍ଧବ,ଆତ୍ମୀୟସ୍ଵଜନ ଉପସ୍ଥିତ ରହିବେ ବୋଲି ଜଣାଯାଇଛି ।

୨୪ ଡ଼ିସେମ୍ବରରେ ମୁମ୍ବାଇରେ ଆଉ ଏକ ପାର୍ଟି ଆୟୋଜନ କରାଯିବ ବୋଲି ଜଣାଯାଇଛି । ଯେଉଁଥିରେ ବଲିଓଡ଼ ଇଣ୍ଡଷ୍ଟ୍ରୀରେ ଅନେକ ନାମୀଦାମି କଳାକାର ଯୋଗଦେବେ ବୋଲି ଜଣାଯାଇଛି ।

   Related Posts