Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କପିଳ ଏବଂ ଗିନ୍ନିଙ୍କ ଆନ୍ନିଭର୍ସରି ପୂର୍ବରୁ ସେମାନଙ୍କ ଘରକୁ ଆସିଲେ ଲକ୍ଷ୍ମୀ : ସୋଶିଆଲ ମିଡିଆରେ ଜାରି ରହିଛି କଳାକାରଙ୍କ ଶୁଭ କାମନା

10/12/2019 at 11:59 AM

ମୁମ୍ବାଇ ୧୦/୧୨: ପ୍ରସିଦ୍ଧ କମେଡିଆନ୍ କପିଳ ଶର୍ମା ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ପତ୍ନୀ ଗିନ୍ନି ଚତରଥ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। କପିଳ ଶର୍ମା ନିଜେ ଟ୍ବିଟ୍ କରି ଏହି ଖୁସିଖବର ବିଷୟରେ ସୂଚନା ଦେଇଛନ୍ତି। ସେ ଟ୍ବିଟ କରି କହିଛନ୍ତି, ‘ଆମ ଘରକୁ ଝିଅ ଆସିଛି ଏବେ ଆପଣ ସମସ୍ତଙ୍କର ଆର୍ଶୀବାଦର ଆବଶ୍ୟକତା ରହିଛି। ଆପଣଙ୍କୁ ପ୍ରେମ,ଜୟ ମାତା ଦି’।

କପିଳ ୨୦୧୮ମସିହା ଡିସେମ୍ବର ୧୩ତାରିଖରେ ଗିନ୍ନି ଚତରଥଙ୍କୁ ବିବାହ କରିଥିଲେ। କପିଳ ଶର୍ମା ଏବଂ ଗିନ୍ନ ଚତରଥ ନୂଆ ଅତିଥିଙ୍କ ପାଇଁ ପୂର୍ବରୁ ସବୁ ପ୍ରସ୍ତୁତି କରି ରଖିଥିଲେ।କପିଳଙ୍କ ଟ୍ବିଟରେ ସମସ୍ତେ ଶୁଭ କାମନା ଜଣାଇବା ଆରମ୍ଭ କରି ଦେଇଛନ୍ତି।

କପିଳଙ୍କ ବାପା ହେବାର ଖବର ମିଳିବା ପରେ କିକୁ ଶାରଦା,ରକୁଲପ୍ରୀତ,ଗୁରୁ ରାନ୍ଧଓ୍ବା,ସାଇନା ନେହଓ୍ବାଲ,ଦିୟା ମିର୍ଜା,ଭୁବନ ବାମ ଭଳି ଷ୍ଟାରମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

   Related Posts